’ଆନ୍ଧ୍ରକୁ ଇଞ୍ଚେ ବି ଜାଗା ଛାଡ଼ିବାର ପ୍ରଶ୍ନ ଉଠୁନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଆନ୍ଧ୍ରକୁ ଛଡାଯିବନି ଇଞ୍ଚେ ବି ଜାଗା । କୁଟିଆ କିମ୍ବା ସମ୍ବାଇ କେଉଁଠି ବି ଅନୁପ୍ରବେଶ କରିବାକୁ ଦିଆଯିବନି ।“ ଓଡ଼ିଶା ସୀମାରେ ଆନ୍ଧ୍ରର ଦାଦାଗିରି ପ୍ରସଙ୍ଗରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି । ମନ୍ତ୍ରୀ ମାରାଣ୍ଡି କହିଛନ୍ତି, ସୀମାରେ ଥିବା ସମସ୍ୟାକୁ ଆଲୋଚନା ମାଧ୍ୟମରେ ସମାଧାନ କରିହେବ । ସୀମାବର୍ତ୍ତି ଲୋକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ସହଯୋଗ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ଓଡ଼ିଶା […]

sudam

sudam

Niharika Rout
  • Published: Tuesday, 17 November 2020
  • Updated: 17 November 2020, 02:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଆନ୍ଧ୍ରକୁ ଛଡାଯିବନି ଇଞ୍ଚେ ବି ଜାଗା । କୁଟିଆ କିମ୍ବା ସମ୍ବାଇ କେଉଁଠି ବି ଅନୁପ୍ରବେଶ କରିବାକୁ ଦିଆଯିବନି ।“ ଓଡ଼ିଶା ସୀମାରେ ଆନ୍ଧ୍ରର ଦାଦାଗିରି ପ୍ରସଙ୍ଗରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ।

ମନ୍ତ୍ରୀ ମାରାଣ୍ଡି କହିଛନ୍ତି, ସୀମାରେ ଥିବା ସମସ୍ୟାକୁ ଆଲୋଚନା ମାଧ୍ୟମରେ ସମାଧାନ କରିହେବ । ସୀମାବର୍ତ୍ତି ଲୋକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ସହଯୋଗ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଓଡ଼ିଶା ସୀମାରେ ଆନ୍ଧ୍ରପ୍ରଦେଶର ଦାଦାଗିରି ଜାରି ରହିଛି । ପ୍ରାୟ ଏକ ସପ୍ତାହ ଧରି ପଟାଙ୍ଗୀ ବ୍ଲକ ସମ୍ବାଇ ପଞ୍ଚାୟତ ସୁନାବେଡା ଗାଁର ରାସ୍ତା ଅବରୋଧ କରି ରଖିଛନ୍ତି ଆନ୍ଧ୍ରପ୍ରଦେଶର ୪ଟି ଗାଁର ଲୋକେ । ଏହି ରାସ୍ତା ଆନ୍ଧ୍ରର ବିଶାଖାପାଟଣା ଜିଲ୍ଲା ଆରକୁକୁ ସଂଯୋଗ କରୁଛି ।

ଦୁଇ ରାଜ୍ୟ ମଧ୍ୟରେ ସୀମା ନିର୍ଦ୍ଧାରଣକୁ ନେଇ ଏହି ବିବାଦ ଦେଖାଦେଇଛି । ୭ ଦିନ  ପୂର୍ବେ ସମ୍ବାଇ ପଞ୍ଚାୟତର ସୁନାବେଡା ଗାଁରେ ଆନ୍ଧ୍ରପ୍ରଦେଶ ତରଫରୁ ଏକତରଫା ଭାବେ ମାପଚୁପ କରାଯାଇଥ‍ଲା । ସୁନାବେଡା ଗାଁକୁ ଆନ୍ଧ୍ରର ଲୋକେ ପଶି ଆସି ସ୍ୱାଗତ ବୋର୍ଡ ଓ ମାଇଲଖୁଣ୍ଟ ଲଗାଇଥିଲେ। ପରେ ଓଡ଼ିଶା ଅଧିକାରୀ ଏହାକୁ କାଢ଼ି ଦେଇଥିଲେ। ଏହାକୁ ନେଇ ଆନ୍ଧ୍ରର ଲୋକପ୍ରତିନିଧି ଓ ବାସିନ୍ଦା ତୀବ୍ର ବିରୋଧ କରି ଦୀର୍ଘ ୭ ଦିନ ହେବ ପଥର ପକାଇ ରାସ୍ତା ଅବରୋଧ କରି ରଖିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story