ବାପା-ମା’ ଝଗଡ଼ା ଲାଗିବାରୁ ସମ୍ପର୍କୀୟ ମାମୁ ଘରକୁ ଶୋଇବାକୁ ପଳାଇଥିଲା ୧୦ ବର୍ଷର ଝିଅ, ହେଲେ...

ତେଲକୋଇ (ଚିନ୍ମୟ କୁମାର ସାହୁ): ବାପାମା’ ଝଗଡ଼ା ଲାଗିବାରୁ ଜଣେ ୧୦ ବର୍ଷର ନାବାଳିକା ପାଖରେ ରହୁଥିବା ସମ୍ପର୍କୀୟ ମାମୁଙ୍କ ଘରେ ରାତିରେ ଶୋଇଥିଲେ। କିନ୍ତୁ ସେଠାରେ ସମ୍ପର୍କୀୟ ମାମୁ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରୁ ଆସିଥିବା ବେଳେ ପୁଲିସ୍ ଆଜି ଅଭିଯୁକ୍ତକୁ ଗିରଫ କରିଛି। ସେ ଜଣେ ନାବାଳକ (୧୭ ବର୍ଷ ହୋଇଛି) ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ୧୨ ତାରିଖର ରାତିରେ ଏହି […]

keonjhar

keonjhar

Jitendra Garnayak
  • Published: Friday, 15 May 2020
  • Updated: 15 May 2020, 12:28 PM IST

ତେଲକୋଇ (ଚିନ୍ମୟ କୁମାର ସାହୁ): ବାପାମା’ ଝଗଡ଼ା ଲାଗିବାରୁ ଜଣେ ୧୦ ବର୍ଷର ନାବାଳିକା ପାଖରେ ରହୁଥିବା ସମ୍ପର୍କୀୟ ମାମୁଙ୍କ ଘରେ ରାତିରେ ଶୋଇଥିଲେ। କିନ୍ତୁ ସେଠାରେ ସମ୍ପର୍କୀୟ ମାମୁ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରୁ ଆସିଥିବା ବେଳେ ପୁଲିସ୍ ଆଜି ଅଭିଯୁକ୍ତକୁ ଗିରଫ କରିଛି। ସେ ଜଣେ ନାବାଳକ (୧୭ ବର୍ଷ ହୋଇଛି) ବୋଲି ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ, ୧୨ ତାରିଖର ରାତିରେ ଏହି ନାବାଳିକାଙ୍କ ବାପା ଓ ମା’ଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଫଳରେ ସେ ସମ୍ପର୍କୀୟ ମାମୁଙ୍କ ଘରକୁ ଶୋଇବାକୁ ଚାଲି ଯାଇଥିଲେ। ଅଭିଯୁକ୍ତଙ୍କ ମା’ ହିଁ ତାଙ୍କୁ ତାଙ୍କ ଘରେ ଶୋଇପଡ଼ିବାକୁ କହିଥିଲେ। ତେବେ ଶୋଇଥିବା ବେଳେ ସମ୍ପର୍କୀୟ ମାମୁ ତାଙ୍କୁ ଦୁଷ୍କର୍ମ କରିଥିଲେ। ସକାଳେ ନାବାଳିକା ଜଣଙ୍କ ଏ କଥା ତାଙ୍କ ଘରେ କହିଥିଲେ।

ନାବାଳିକାଙ୍କ ବାପା ଏତଲା ଦେବା ପରେ ତେଲକୋଇ ଥାନା ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଆଜି ଅଭିଯୁକ୍ତକୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story