ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକ ମୃତ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ବାର୍‌ହା ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ୍‌ ତାର। ଦୁର୍ଭାଗ୍ୟବଶତଃ ସେହି ତାର ସଂସ୍ପର୍ଶରେ ଆସି ଜଣେ ୧୭ ବର୍ଷର ନାବାଳକର ମୃତ୍ୟୁ ଘଟିଛି। ଆଜି ଏପରି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଞ୍ଚଳରେ ଘଟିଛି। ଚୂନପଲ୍ଲୀ ଗାଁର ଶକ୍ତି ପଶାୟତ ଆଜି ଦିନ ପ୍ରାୟ ୧୦ଟା ବେଳେ ତାଙ୍କ ଛତୁ ଚାଷ ଜମିକୁ ଯାଉଥିଲେ। ହେଲେ ଅଜାଣତରେ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର […]

gj

gj

Puspanjali Panda
  • Published: Sunday, 15 September 2019
  • Updated: 15 September 2019, 04:25 PM IST

Sports

Latest News

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ବାର୍‌ହା ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ୍‌ ତାର। ଦୁର୍ଭାଗ୍ୟବଶତଃ ସେହି ତାର ସଂସ୍ପର୍ଶରେ ଆସି ଜଣେ ୧୭ ବର୍ଷର ନାବାଳକର ମୃତ୍ୟୁ ଘଟିଛି। ଆଜି ଏପରି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଞ୍ଚଳରେ ଘଟିଛି।

ଚୂନପଲ୍ଲୀ ଗାଁର ଶକ୍ତି ପଶାୟତ ଆଜି ଦିନ ପ୍ରାୟ ୧୦ଟା ବେଳେ ତାଙ୍କ ଛତୁ ଚାଷ ଜମିକୁ ଯାଉଥିଲେ। ହେଲେ ଅଜାଣତରେ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ଉପରେ ତାଙ୍କ ଗୋଡ଼ ପଡ଼ି ଯାଇଥିଲା। ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ।

ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story