ଘରେ ଛାଡ଼ି ଦେବାକୁ କହି...

ବଣାଇ(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ବଣାଇ ସବ୍‌ ଡିଭିଜନ୍ ଅନ୍ତର୍ଗତ ଲହୁଣିପଡ଼ା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଘରେ ଛାଡ଼ି ଦେବାକୁ କହି ୪ ଜଣ ବ୍ୟକ୍ତି ଏହି ନାବାଳିକାକୁ ଗାଁ ଛକରୁ ଡାକି ନେଇଥିଲେ। ତେବେ ବାଟରେ ବିଲ ମଝିରେ ତାଙ୍କୁ ସେମାନେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ୍ ୪ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହାସହ ଏକ ବାଇକ୍‌କୁ ମଧ୍ୟ ପୁଲିସ୍‌ ଜବତ […]

rape

Tapaswini Nayak
  • Published: Tuesday, 30 October 2018
  • , Updated: 30 October 2018, 10:12 AM IST

ବଣାଇ(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ବଣାଇ ସବ୍‌ ଡିଭିଜନ୍ ଅନ୍ତର୍ଗତ ଲହୁଣିପଡ଼ା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ଘରେ ଛାଡ଼ି ଦେବାକୁ କହି ୪ ଜଣ ବ୍ୟକ୍ତି ଏହି ନାବାଳିକାକୁ ଗାଁ ଛକରୁ ଡାକି ନେଇଥିଲେ। ତେବେ ବାଟରେ ବିଲ ମଝିରେ ତାଙ୍କୁ ସେମାନେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ପାଇବା ପରେ ପୁଲିସ୍ ୪ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହାସହ ଏକ ବାଇକ୍‌କୁ ମଧ୍ୟ ପୁଲିସ୍‌ ଜବତ କରିଛି।

Related story