ବେକରେ ଓଢଣୀ ଦେଇ ଝୁଲି ପଡ଼ିଥିଲେ, କିନ୍ତୁ ବଞ୍ଚିଗଲେ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ମାଆ ଛେଉଣ୍ଡ ଝିଅଟି ବିଷାଦରେ ଥିଲେ। କିଛି ଉପାୟ ନପାଇ ଆତ୍ମହତ୍ୟା କରିବା ପାଇଁ ରାସ୍ତା ବାଛି ନେଇଥିଲେ। ବେକରେ ଓଢଣୀ ଗୋଡ଼ାଇ ଝୁଲି ପଡ଼ିଥିଲେ। ପ୍ରାୟ ୧୦ ଘଣ୍ଟା ପରେ ପୁଲିସ ତାଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲା। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଚିକିତ୍ସା ପରେ ସେ ନୂଆ ଜୀବନ ପାଇ ଘରକୁ ଫେରିଛନ୍ତି। ପୂରା ଘଟଣାଟି ଏମିତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ହୀରାପୁର ଗାଁର ସମୁ […]

umarakot

umarakot

Manoranjan Sial
  • Published: Sunday, 15 March 2020
  • Updated: 15 March 2020, 04:55 PM IST

Sports

Latest News

ଉମରକୋଟ(କାର୍ତ୍ତିକ ମଲ୍ଲିକ): ମାଆ ଛେଉଣ୍ଡ ଝିଅଟି ବିଷାଦରେ ଥିଲେ। କିଛି ଉପାୟ ନପାଇ ଆତ୍ମହତ୍ୟା କରିବା ପାଇଁ ରାସ୍ତା ବାଛି ନେଇଥିଲେ। ବେକରେ ଓଢଣୀ ଗୋଡ଼ାଇ ଝୁଲି ପଡ଼ିଥିଲେ। ପ୍ରାୟ ୧୦ ଘଣ୍ଟା ପରେ ପୁଲିସ ତାଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲା। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଚିକିତ୍ସା ପରେ ସେ ନୂଆ ଜୀବନ ପାଇ ଘରକୁ ଫେରିଛନ୍ତି।

ପୂରା ଘଟଣାଟି ଏମିତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ହୀରାପୁର ଗାଁର ସମୁ ଭତ୍ରା। ତାଙ୍କର ଝିଅ ପୁଷ୍ପା(ଛଦ୍ମନାମ)। ପୁଷ୍ପା ଛୋଟ ଥିଲେ ମାଆଙ୍କୁ ହରାଇଥିଲେ। ପରେ ସମୁ ତାଙ୍କ ଶାଳୀଙ୍କୁ ବିବାହ କରିଥିଲେ। ବାହାଘରର ୬ ମାସ ପରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଯେଉଁଥିପାଇଁ ପୁଷ୍ପା ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଥିଲେ। ତେଣୁ ନିଜ ପିଉସୀଙ୍କ ସହିତ ସମୟ ଅତିବାହିତ କରୁଥିଲେ ପୁଷ୍ପା।

ତେବେ ଗତ ଶୁକ୍ରବାର ଥିଲା ସମୁଙ୍କ ଭଉଣୀ ଅର୍ଥାତ ପୁଷ୍ପାଙ୍କ ପିଉସୀଙ୍କ ବାହାଘର। ବନ୍ଧୁବାନ୍ଧବଙ୍କ ଗହଳି ଚହଳିରେ ଫାଟି ପଡ଼ୁଥିଲା ପୂରା ପରିବାର। ରାତି ପ୍ରାୟ ୨ଟା ବେଳେ ବାହାଘର ସରିଥିଲା। ବାହାଘର ପରେ ବର ଓ କନିଆ ଚାଲି ଯାଇଥିଲେ। ନିଜ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଥିବାରୁ ପୁଷ୍ପା ପଡୋଶୀଙ୍କ ଘରକୁ ଶୋଇବାକୁ ଯାଇଥିଲେ।

ଗତକାଲି ସକାଳେ ପୁଷ୍ପା କବାଟ ଖୋଲିନଥିଲେ। ପରିବାର ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ଏ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଗାଁରେ ପହଞ୍ଚି କବାଟ ଭାଙ୍ଗି ବେକରେ ଓଢ଼ଣୀ ଲାଗିଥିବା ଅବସ୍ଥାରେ ପୁଷ୍ପାଙ୍କୁ ଉଦ୍ଧାର କରିଥିଲା। ତେବେ ପୁଷ୍ପାଙ୍କ ଶରୀର ଯେଉଁଭଳି ଭାବେ ଚଟାଣ ଉପରେ ଥିଲା, ସେଥିରୁ ସେ ବଞ୍ଚିଥିବା ଭାବି ପୁଲିସ ମେଡିକାଲ୍‌ରେ ଭର୍ତ୍ତି କରିଥିଲା। ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି। ତେବେ ସେ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଥିଲେ, ତାହା ଜଣାପଡ଼ି ନାହିଁ।

ଶୁଣିବାକୁ ମିଳୁଛି, ପିଉସୀଙ୍କ ବାହାଘରରେ ଭାଙ୍ଗିପଡ଼ି ପୁଷ୍ପା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସେଥିପାଇଁ ସେ ଏକ ଟିଣ ଉପରେ ଛିଡ଼ା ହୋଇ ଦୁଇଟି ଓଢଣୀରେ ଗଣ୍ଠି ପକାଇ ଛାତରେ ବାନ୍ଧି ଝୁଲି ପଡ଼ିଥିଲେ। ସୌଭାଗ୍ୟକୁ ଓଢ଼ଣୀ ଗଣ୍ଠିଟି ଫିଟିଯାଇ ତଳେ ପଡ଼ିଯାଇଥିଲେ ପୁଷ୍ପା। ତଳେ ପଡ଼ିବା ପରେ ସେ ଚେତା ହରାଇଥିଲେ। ଯେଉଁଥିପାଇଁ ତାଙ୍କ ଜୀବନ ବଞ୍ଚି ଯାଇଛି। ଚିକିତ୍ସା ପରେ ସୁସ୍ଥ ହୋଇ ସେ ଘରକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story