ନିଖୋଜ ପରଦିନ ନାବାଳିକା ଉଦ୍ଧାର, ଗଣଦୁଷ୍କର୍ମ ଅଭିଯୋଗ

ବ୍ରହ୍ମପୁର( ଅଶୋକ ବ୍ରହ୍ମା): ବ୍ରହ୍ମପୁର ମେରାଇନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଅଭିଯୋଗ ହୋଇଛି।  ନାବାଳିକାଜଣଙ୍କ ଗତ ୧୦ ତାରିଖରୁ ନିଖୋଜ ଥିଲେ । ତେବେ ତା’ପରଦିନ ମେରାଇନ ଥାନା ଅଞ୍ଚଳରେ ମୁମୂର୍ଷୁ ଅବସ୍ଥାରେ ନାବାଳିକାଜଣକ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଉଦ୍ଧାର ପରେ ପରିବାର ଲୋକେ ଝିଅକୁ MKCGରେ ଭର୍ତ୍ତି କରିଥିଲେ। ତାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ପରିବାର ଲୋକେ ମେରାଇନ ଥାନାରେ ଅଭିଯୋଗ କରିବା ପରେ ପୋକ୍ସୋ ଆକ୍ଟରେ […]

rape-4

Niharika Rout
  • Published: Monday, 13 January 2020
  • , Updated: 13 January 2020, 07:40 AM IST

ବ୍ରହ୍ମପୁର( ଅଶୋକ ବ୍ରହ୍ମା): ବ୍ରହ୍ମପୁର ମେରାଇନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଅଭିଯୋଗ ହୋଇଛି।  ନାବାଳିକାଜଣଙ୍କ ଗତ ୧୦ ତାରିଖରୁ ନିଖୋଜ ଥିଲେ । ତେବେ ତା’ପରଦିନ ମେରାଇନ ଥାନା ଅଞ୍ଚଳରେ ମୁମୂର୍ଷୁ ଅବସ୍ଥାରେ ନାବାଳିକାଜଣକ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ ।

ଉଦ୍ଧାର ପରେ ପରିବାର ଲୋକେ ଝିଅକୁ MKCGରେ ଭର୍ତ୍ତି କରିଥିଲେ। ତାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ପରିବାର ଲୋକେ ମେରାଇନ ଥାନାରେ ଅଭିଯୋଗ କରିବା ପରେ ପୋକ୍ସୋ ଆକ୍ଟରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Related story