ଦାଦାଙ୍କ ଲୋଲୁପ ଦୃଷ୍ଟି: ନାବାଳିକା ଝିଆରୀକୁ ଛାଡ଼ିଲେନି

ଆଠଗଡ଼ (ନୀଳକଣ୍ଠ ଦୋରା): କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ଗୁଣ୍ଡଦ୍ୱାର ଗାଁରେ ଜଣେ ୧୪ ବର୍ଷ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସମ୍ପର୍କୀୟ ଦାଦା ଏଭଳି କାଣ୍ଡ ଘଟାଇଥିବା ନାବାଳିକାଙ୍କ ମାଆ ଅଭିଯୋଗ କରିଛନ୍ତି। ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରଥମେ ଘଟଣାର ସମାଧାନ ଗାଁରେ କରାଯିବାକୁ ଚେଷ୍ଟା କରାଯାଇଥିଲା। ଏଥିରେ କିଛି ସୁଫଳ ନମିଳିବାରୁ ପୀଡ଼ିତାଙ୍କ ମାଆ ବଢମ୍ବା ଥାନାରେ ଅଭିଯୋଗ କରିଥିଲେ। ଏନେଇ […]

rape

Rakesh Mallick
  • Published: Wednesday, 20 June 2018
  • , Updated: 21 June 2018, 08:03 AM IST

ଆଠଗଡ଼ (ନୀଳକଣ୍ଠ ଦୋରା): କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ଗୁଣ୍ଡଦ୍ୱାର ଗାଁରେ ଜଣେ ୧୪ ବର୍ଷ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସମ୍ପର୍କୀୟ ଦାଦା ଏଭଳି କାଣ୍ଡ ଘଟାଇଥିବା ନାବାଳିକାଙ୍କ ମାଆ ଅଭିଯୋଗ କରିଛନ୍ତି। ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରଥମେ ଘଟଣାର ସମାଧାନ ଗାଁରେ କରାଯିବାକୁ ଚେଷ୍ଟା କରାଯାଇଥିଲା। ଏଥିରେ କିଛି ସୁଫଳ ନମିଳିବାରୁ ପୀଡ଼ିତାଙ୍କ ମାଆ ବଢମ୍ବା ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ୧୦୬/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆସନ୍ତାକାଲି ପୀଡିତାଙ୍କ ଡାକ୍ତରୀମାଇନା କରାଯିବ ବୋଲି ଆଠଗଡ ଏସ୍‌ଡିପିଓ ସୂଚନା ଦେଇଛନ୍ତି।

Related story