ଖେଳ ଛୁଟି ସମୟରେ ଟେକି ନେଇ ଦୁଷ୍କର୍ମ

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଞ୍ଚଳରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଅଭିଯୁକ୍ତକୁ ଧୁଷୁରୀ ଥାନାରେ ଅଟକ ରଖିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି  ଛାତ୍ରୀଜଣକ ଖେଳ ଛୁଟି ସମୟରେ ସ୍କୁଲ ନିକଟରେ ଖେଳୁଥିଲା। ଏହି ସମୟରେ  ଅଭିଯୁକ୍ତ ଜଣକ ତା’  ମୁହଁରେ ରୁମାଲ ବାନ୍ଧି ସ୍କୁଲରେ ଥିବା ଶୌଚାଳୟକୁ ଟେକି ନେଇ  ସେଠାରେ ଦୁଷ୍କର୍ମ କରି ଫେରାର ହୋଇ ଯାଇଥିଲା।  ଝିଅଟି ଶୌଚାଳୟ […]

rape

Tapaswini Nayak
  • Published: Tuesday, 17 December 2019
  • , Updated: 17 December 2019, 10:33 AM IST

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଞ୍ଚଳରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଅଭିଯୁକ୍ତକୁ ଧୁଷୁରୀ ଥାନାରେ ଅଟକ ରଖିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି  ଛାତ୍ରୀଜଣକ ଖେଳ ଛୁଟି ସମୟରେ ସ୍କୁଲ ନିକଟରେ ଖେଳୁଥିଲା। ଏହି ସମୟରେ  ଅଭିଯୁକ୍ତ ଜଣକ ତା’  ମୁହଁରେ ରୁମାଲ ବାନ୍ଧି ସ୍କୁଲରେ ଥିବା ଶୌଚାଳୟକୁ ଟେକି ନେଇ  ସେଠାରେ ଦୁଷ୍କର୍ମ କରି ଫେରାର ହୋଇ ଯାଇଥିଲା।  ଝିଅଟି ଶୌଚାଳୟ ନିକଟରେ ଅଚେତ ଅବସ୍ଥାରେ ପଡ଼ିଥିବା ସ୍କୁଲର ଜଣେ ଶିକ୍ଷକ ଦେଖି ଉଦ୍ଧାର କରିଥିଲେ। ପରେ ତାର ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏନେଇ ପରିବାର ଲୋକେ ଧୁଷୁରୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

Related story