ପୁଣି ଲଜ୍ଜା, ଘରକୁ ଡାକି...

ନୟାଗଡ଼(ଓଡ଼ିଶା ରିପୋର୍ଟର): ନୟାଗଡ଼ ଅଞ୍ଚଳରେ ପୁଣି ଲଜ୍ଜା। ନବମ ଶ୍ରେଣୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଦୁର୍ଯୋଧନ ଦାସ ନାମକ ଜଣେ ଯୁବକ ସେହି ଗାଁର ଜଣେ ନାବାଳିକାଙ୍କୁ ଘରକୁ ଡାକି  ଦୁଷ୍କର୍ମ କରିଥିଲେ। ଏନେଇ ନାବିଳାକା ଜଣଙ୍କ ପରିବାର ଲୋକଙ୍କୁ କହିବା ପରେ ଥାନାରେ ଏତଲା ଦି‌ଆଯାଇଛି। ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି।  ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।  ସେପଟେ ପୀଡ଼ିତାଙ୍କ ଡାକ୍ତରୀ ମାଇନା […]

rape-1

Rakesh Mallick
  • Published: Thursday, 03 May 2018
  • , Updated: 03 May 2018, 02:42 PM IST

ନୟାଗଡ଼(ଓଡ଼ିଶା ରିପୋର୍ଟର): ନୟାଗଡ଼ ଅଞ୍ଚଳରେ ପୁଣି ଲଜ୍ଜା। ନବମ ଶ୍ରେଣୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଦୁର୍ଯୋଧନ ଦାସ ନାମକ ଜଣେ ଯୁବକ ସେହି ଗାଁର ଜଣେ ନାବାଳିକାଙ୍କୁ ଘରକୁ ଡାକି  ଦୁଷ୍କର୍ମ କରିଥିଲେ। ଏନେଇ ନାବିଳାକା ଜଣଙ୍କ ପରିବାର ଲୋକଙ୍କୁ କହିବା ପରେ ଥାନାରେ ଏତଲା ଦି‌ଆଯାଇଛି।

ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି।  ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।  ସେପଟେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି।

Related story