ରାଜେନ୍ଦ୍ର ୟୁନିଭର୍ସିଟିରେ ଭଙ୍ଗାରୁଜା

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବାଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟିରେ ବ୍ୟାପକ ଭଙ୍ଗାରୁଜା । ୟୁନିଭର୍ସିଟିରେ ପ୍ଲାଟିନମ୍ ଜୁବଲି ଗେଟରେ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ। ଗେଟରେ ଲାଗିଥିବା ଲୋଗୋ, ମାନଚିତ୍ର ସହ ସାଜସଜ୍ଜା ଜିନିଷକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏଭଳି ଭଙ୍ଗାରୁଜା କରି ଫେରାର ହୋଇଯାଇଥିବା ଜଣାପଡିଛି । ସେପଟେ ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଦୁର୍ବୃତ୍ତମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି […]

Rajendra-University

Madhupriya Mistry
  • Published: Wednesday, 17 February 2021
  • , Updated: 17 February 2021, 12:59 PM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବାଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟିରେ ବ୍ୟାପକ ଭଙ୍ଗାରୁଜା । ୟୁନିଭର୍ସିଟିରେ ପ୍ଲାଟିନମ୍ ଜୁବଲି ଗେଟରେ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ। ଗେଟରେ ଲାଗିଥିବା ଲୋଗୋ, ମାନଚିତ୍ର ସହ ସାଜସଜ୍ଜା ଜିନିଷକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏଭଳି ଭଙ୍ଗାରୁଜା କରି ଫେରାର ହୋଇଯାଇଥିବା ଜଣାପଡିଛି ।

ସେପଟେ ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଦୁର୍ବୃତ୍ତମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।

Related story