ଶୋଇଥିବା ବେଳେ ପରିବାରର ଚାରି ଜଣଙ୍କୁ ଭୁଜାଲିରେ ଆକ୍ରମଣ

ବରଗଡ଼ (ଦୀପକ ଶର୍ମା): ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବୈରଖପାଲି ଗାଁରେ ଗୋଟିଏ ପରିବାର ଚାରି ଜଣଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବିଜେପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ମହିଳାଙ୍କ ନାଁ ଜୟଶ୍ରୀ ବେହେରା। ଆହତମାନେ ହେଲେ ତାଙ୍କ ସ୍ୱାମୀ କ୍ଷୀରୋଦ ବେହେରା ଓ ଦୁଇ ପୁଅ- ବଳରାମ ଓ ଦେବାନନ୍ଦ। ପୁଲିସ୍‌ ଘଟଣାର ତଦନ୍ତ […]

deadbody

deadbody

Jitendra Garnayak
  • Published: Thursday, 06 December 2018
  • Updated: 06 December 2018, 11:36 AM IST

Sports

Latest News

ବରଗଡ଼ (ଦୀପକ ଶର୍ମା): ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବୈରଖପାଲି ଗାଁରେ ଗୋଟିଏ ପରିବାର ଚାରି ଜଣଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବିଜେପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୃତ ମହିଳାଙ୍କ ନାଁ ଜୟଶ୍ରୀ ବେହେରା। ଆହତମାନେ ହେଲେ ତାଙ୍କ ସ୍ୱାମୀ କ୍ଷୀରୋଦ ବେହେରା ଓ ଦୁଇ ପୁଅ- ବଳରାମ ଓ ଦେବାନନ୍ଦ।

ପୁଲିସ୍‌ ଘଟଣାର ତଦନ୍ତ କରୁଛି। ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳରେ ଛାନ୍‌ଭିନ୍ କରିଛି।

ଆକ୍ରମଣର କାରଣ ଜଣାପଡ଼ିନାହିଁ।

ଅଭିଯୋଗ ଅନୁଯାୟୀ, କ୍ଷୀରୋଦ ମେହେରଙ୍କ ପରିବାର ଲୋକେ ରାତିରେ ଘରେ ଶୋଇଥିଲେ। ରାତି ପ୍ରାୟ ୨ଟା ସମୟରେ ୪ଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶି କ୍ଷୀରୋଦ, ତାଙ୍କ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ପରିବାର ଲୋକଙ୍କ ଚିତ୍କାର ଶୁଣି ପଡ଼ୋଶୀ ଲୋକେ ଦୌଡ଼ି ଆସିଥିଲେ। ଲୋକଙ୍କୁ ଦେଖି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।

ଦୁର୍ବୃତ୍ତମାନେ ଦୁଇଟି ବାଇକ୍‌ରେ ଆସିଥିଲେ। ତେବେ ଗଲା ବେଳେ ସେମାନେ ଗୋଟିଏ ବାଇକ୍‌ରେ ଫେରାର ହୋଇଯାଇଥିଲେ।

ପଡ଼ୋଶୀମାନେ ଆହତଙ୍କୁ ଡାକ୍ତରଖାନା ନେଇଥିଲେ। ତେବେ ବାଟରେ ଜୟଶ୍ରୀଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story