ପୂର୍ବ ରାଗ ନା ଆଉ କିଛି? ରାଜଧାନୀରେ ରାତି ଅଧରେ ଜାଳି ଦେଲେ ଦୁଇଟି ବସ୍‌

Ordigital Desk
  • Published: Saturday, 10 June 2017
  • , Updated: 10 June 2017, 08:24 AM IST
<p>ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ। କଳ୍ପନା ଛକ ନିକଟରେ ଥିବା ଦୁଇଟି ବସ୍&zwnj;କୁ ଜାଳି ଦେଇଛନ୍ତି ଦୁର୍ବୃତ୍ତ। ରାଜ୍ୟ ସଂଗ୍ରହାଳୟ ନିକଟରେ ବସ୍&zwnj; ଦୁଇଟି ଥିଲେ। ଗତକାଲି ମଧ୍ୟରାତ୍ରରେ କେହି ନିଆଁ ଲଗାଇ ଦେଇଥିଲେ ବୋଲି ଜଣାପଡ଼ିଛି। ତେବେ ବସ୍ ପୋଡ଼ି ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ। ଏନେଇ ପୋଲିସ୍ ଖୋଳତାଡ଼ ଆରମ୍ଭ କରିଛି। ଜଳି ଯାଇଥିବା ଦୁଇଟି ଯାକ ବସ୍ ଜଣେ ମାଲିକଙ୍କର ବୋଲି ଜଣାପଡ଼ିଛି।</p>

Related story