ପୁଲିସ ମୁଣ୍ଡରେ ବନ୍ଧୁକ ଲଗାଇ ନେଇଗଲେ ୧୦ ଲକ୍ଷ

ବ୍ରହ୍ମଗିରି(ଓଡ଼ିଶା ରିପୋର୍ଟର): ବ୍ରହ୍ମଗିରି ଥାନା ଠାରୁ ୫୦୦ ମିଟର ଦୂର ବ୍ରହ୍ମଗିରି ବଜାରରେ ପୁଲିସ ବାବୁଙ୍କ ମୁଣ୍ଡରେ ଲାଗିଛି ବନ୍ଧୁକ। ଦୁଇଜଣ ଦୁର୍ବୃତ୍ତ ପୁଲିସ ବାବୁଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଆଜି ସ୍ପଷ୍ଟ ଦିବାଲୋକରେ ଘଟିଯାଇଛି ଏହି ଅଭାବନୀୟ ଘଟଣା। ଯାହା ଜଣାପଡ଼ିବା ପରେ ବ୍ରହ୍ମଗିରିରେ ଆଇନଶୃଙ୍ଖଳା ପରିସ୍ଥିତି ଓ ପୁଲିସର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେଉଁଠି ଲୋକଙ୍କ ସୁରକ୍ଷା ଦେଉଥିବା ପୁଲିସ ବାବୁମାନେ ସୁରକ୍ଷିତ ନୁହଁନ୍ତି, […]

bramhagiri

bramhagiri

Niranjan Mishra
  • Published: Saturday, 03 September 2022
  • Updated: 03 September 2022, 09:18 PM IST

Sports

Latest News

ବ୍ରହ୍ମଗିରି(ଓଡ଼ିଶା ରିପୋର୍ଟର): ବ୍ରହ୍ମଗିରି ଥାନା ଠାରୁ ୫୦୦ ମିଟର ଦୂର ବ୍ରହ୍ମଗିରି ବଜାରରେ ପୁଲିସ ବାବୁଙ୍କ ମୁଣ୍ଡରେ ଲାଗିଛି ବନ୍ଧୁକ। ଦୁଇଜଣ ଦୁର୍ବୃତ୍ତ ପୁଲିସ ବାବୁଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଆଜି ସ୍ପଷ୍ଟ ଦିବାଲୋକରେ ଘଟିଯାଇଛି ଏହି ଅଭାବନୀୟ ଘଟଣା। ଯାହା ଜଣାପଡ଼ିବା ପରେ ବ୍ରହ୍ମଗିରିରେ ଆଇନଶୃଙ୍ଖଳା ପରିସ୍ଥିତି ଓ ପୁଲିସର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେଉଁଠି ଲୋକଙ୍କ ସୁରକ୍ଷା ଦେଉଥିବା ପୁଲିସ ବାବୁମାନେ ସୁରକ୍ଷିତ ନୁହଁନ୍ତି, ସେଠାରେ ଲୋକଙ୍କ ଧନଜୀବନ କିପରି ସୁରକ୍ଷିତ ତାହା ଉପରେ ଆଙ୍ଗୁଳି ଉଠିଛି।

ଏହି ପୁଲିସ ବାବୁଙ୍କ ନାମ ରାକେଶ କୁମାର ସାହୁ। ସେ ଏହି ଘଟଣା ନେଇ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏତଲା ପାଇ ବ୍ରହ୍ମଗିରି ପୁଲିସ  ଘଟଣାର ତଦନ୍ତ କରୁଛି।

ମିଳିଥିବା ସୂଚନା ଅନୁସାରେ  ବ୍ରହ୍ମଗିରି ଥାନା ଅନ୍ତର୍ଗତ ସହଜନପୁର ଗ୍ରାମର ରାକେଶ ଆଜି ଦିନ ପ୍ରାୟ ସାଢେ଼ ୧୧ଟା ବେଳେ ବ୍ରହ୍ମଗିରି ଷ୍ଟେଟ ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କା ଉଠାଇଥିଲେ। ଉକ୍ତ ଟଙ୍କାକୁ ବ୍ରହ୍ମଗିରି ଗ୍ରାମର ମହେଶ୍ୱର ସାହୁ ନାମକ ଜଣେ ସମ୍ପର୍କୀୟଙ୍କୁ ଦେବା ପାଇଁ ସେ ଯାଉଥିଲେ। ଏହି ସମୟରେ ବ୍ରହ୍ମଗିରି  ରାସ୍ତାର ସବ୍‌-ରେଜିଷ୍ଟର କାର୍ଯ୍ୟାଳୟ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ହଠାତ୍ ତାଙ୍କୁ ଅଟକାଇଥିଲେ। କିଛି ବି ବୁଝିବା ପୂର୍ବରୁ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସମସ୍ତ ଟଙ୍କା ଲୁଟି ନେଇ ବାଇକ୍‌ରେ ଛୁ ମାରିଥିଲେ ଦୁର୍ବୃତ୍ତ।

ଏନେଇ ଏତଲା ପରେ ବ୍ରହ୍ମଗିରି ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ପୁରୀ ସଦର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଛନ୍ତି। ସେପଟେ ଗଣମାଧ୍ୟମ ପ୍ରତିନିଧିମାନେ ଥାନାରେ ପହଞ୍ଚିବା ବେଳକୁ ଅଭିଯୋଗକାରୀ ମଧ୍ୟ  ଥାନା ଛାଡ଼ି ପଳାଇଛନ୍ତି। ପୁଲିସ ସିସି ଟିଭି ଫୁଟେଜକୁ ଆଧାର କରି ଓ ଟଙ୍କା ଉଠାଣ ନେଇ ବ୍ୟାଙ୍କରେ ପଚରାଉଚରା ପରେ ତଦନ୍ତ ଆଗେଇଛି।

ପୁରୀ ସଦର ଏସ୍‌ଡିପିଓ କିଶ୍ୱର୍ ଚନ୍ଦ୍ର  ମୁଣ୍ଡ କହିଛନ୍ତି, ଘଟଣା ନେଇ ତଦନ୍ତ ଜାରି ରହିଛି। ସ୍ପଷ୍ଟ ଚିତ୍ର ଆସିବା ପରେ ସୂଚନା ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story