ଧର୍ମ ପରିବର୍ତ୍ତନ କରିବେ କୋରାପୁଟ ବିଧାୟକ

କୋରାପୁଟ (ଓଡ଼ିଶା ରିପୋର୍ଟର): ଧର୍ମ ପରିବର୍ତ୍ତନ କରିବେ କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ। ଆସନ୍ତାକାଲି ସେ ହିନ୍ଦୁ ଧର୍ମ ଛାଡ଼ି ବୌଦ୍ଧ ଧର୍ମ ଗ୍ରହଣ କରିବେ। ତାଙ୍କ ସହିତ ତାଙ୍କ ପରିବାର ଲୋକେ ବି ବୌଦ୍ଧ ଧର୍ମ ଗ୍ରହଣ କରିବେ। ଧର୍ମ ପରିବର୍ତ୍ତନ ନେଇ ପୂର୍ବରୁ ସତ୍ୟପାଠ କରିସାରିଛନ୍ତି କୃଷ୍ଣ। କୋରାପୁଟ ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ପାଖରେ ସେ ଓ ତାଙ୍କ ପରିବାର ଲୋକେ ସତ୍ୟପାଠ କରିଛନ୍ତି।

krushna

Rakesh Mallick
  • Published: Friday, 11 May 2018
  • , Updated: 11 May 2018, 07:30 PM IST

Related story