ମାଲ ଭାଇ ସାଜିଲେ ବିଧାୟକ ମନୋହର ରନ୍ଧାରୀ

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର)ମାଲ ଭାଇ ସାଜିଲେ ମନୋହର ରନ୍ଧାରୀ । ମୃତଦେହକୁ କାନ୍ଧ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକର କେନ୍ଦୁଗୁଡ଼ା ଗାଁରେ ଆଜି ସକାଳୁ ଇନ୍ଦ୍ର ଗୌଡ଼ଙ୍କ ମୃତ୍ୟୁ ହୋଇଥିଲା। ଇନ୍ଦ୍ର ଅତ୍ୟନ୍ତ ଗରୀବ ପରିବାର ହୋଇଥିବାରୁ ତାଙ୍କ ଅନ୍ତିମ ସସ୍କାର ପାଇଁ ସବୁ ବନ୍ଦୋବସ୍ତ ଖୋଦ୍ ବିଧାୟକ କରିଥିଲେ । ଏହାପରେ କାନ୍ଧ ଦେଇ ଶବ ସତ୍କାର କରାଇଥିଲେ ବିଧାୟକ ମନୋହର ରନ୍ଧାରୀ । ବିଧାୟକଙ୍କ ଏପରି […]

5432

Tapas Behera
  • Published: Sunday, 20 October 2019
  • , Updated: 20 October 2019, 04:23 PM IST

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର)ମାଲ ଭାଇ ସାଜିଲେ ମନୋହର ରନ୍ଧାରୀ । ମୃତଦେହକୁ କାନ୍ଧ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକର କେନ୍ଦୁଗୁଡ଼ା ଗାଁରେ ଆଜି ସକାଳୁ ଇନ୍ଦ୍ର ଗୌଡ଼ଙ୍କ ମୃତ୍ୟୁ ହୋଇଥିଲା। ଇନ୍ଦ୍ର ଅତ୍ୟନ୍ତ ଗରୀବ ପରିବାର ହୋଇଥିବାରୁ ତାଙ୍କ ଅନ୍ତିମ ସସ୍କାର ପାଇଁ ସବୁ ବନ୍ଦୋବସ୍ତ ଖୋଦ୍ ବିଧାୟକ କରିଥିଲେ । ଏହାପରେ କାନ୍ଧ ଦେଇ ଶବ ସତ୍କାର କରାଇଥିଲେ ବିଧାୟକ ମନୋହର ରନ୍ଧାରୀ । ବିଧାୟକଙ୍କ ଏପରି କାଯର୍ୟକୁ ଏବେ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି।

Related story