ଏମଏମଟିସି ଜରିଆରେ ଡାଲି ଯୋଗାଇବାକୁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆକାଶଛୁଆଁ ଡାଲି ଦରକୁ ନେଇ ସରକାରଙ୍କ ଚିନ୍ତା । ଏ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର । ମିନରାଲ ଆଣ୍ଡ ମେଟେରିଆଲ୍ ଟ୍ରେଡିଂ କର୍ପୋରେସନ୍ (ଏମଏମଟିସି) ଜରିଆରେ ଡାଲି ଯୋଗାଇବାକୁ ସରକାର କେନ୍ଦ୍ରକୁ ଅନୁରୋଧ କରିଥିବା ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା । ଏଥିସହ ନିୟମିତ ଭାବେ ଡାଲି ଦର ତର୍ଜମା କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଦାସବର୍ମା କହିଛନ୍ତି । ହରଡ଼ କିଲୋ ୧୮୦ […]

sanjaya dasbarma

Rakesh Mallick
  • Published: Thursday, 15 October 2015
  • , Updated: 15 October 2015, 10:05 AM IST

ଭୁବନେଶ୍ୱର: ଆକାଶଛୁଆଁ ଡାଲି ଦରକୁ ନେଇ ସରକାରଙ୍କ ଚିନ୍ତା । ଏ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର । ମିନରାଲ ଆଣ୍ଡ ମେଟେରିଆଲ୍ ଟ୍ରେଡିଂ କର୍ପୋରେସନ୍ (ଏମଏମଟିସି) ଜରିଆରେ ଡାଲି ଯୋଗାଇବାକୁ ସରକାର କେନ୍ଦ୍ରକୁ ଅନୁରୋଧ କରିଥିବା ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା । ଏଥିସହ ନିୟମିତ ଭାବେ ଡାଲି ଦର ତର୍ଜମା କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଦାସବର୍ମା କହିଛନ୍ତି । ହରଡ଼ କିଲୋ ୧୮୦ ଟଙ୍କ।କୁ ଛୁଇଁଥିବା ବେଳେ ଅନ୍ୟ ସବୁ ଡାଲି ଗତମାସ ତୁଳନାରେ କିଲୋ ପିଛା ପ୍ରାୟ ୨୦ରୁ ୩୦ ଟଙ୍କ।କୁ ବୃଦ୍ଧି ପାଇଛି।

Related story