ବିଜୟଙ୍କ ଫୁଲତୋଡ଼ା ନେଲେନି ମୋଦି!

ଭୁବନେଶ୍ୱର:ବିମାନବନ୍ଦରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁ ସ୍ୱାଗତ ପାଇଁ ଯାଇଥିବା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କଠାରୁ  ଫୁଲତୋଡ଼ା ନେଲେନି ମୋଦି। ବିମାନରୁ ଓହ୍ଲାଇ  ମୋଦି ଦଳର ନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ବିଜୟଙ୍କ ପାଖରେ ପହଞ୍ଚିବା ପରେ  ବିଜୟ ନମସ୍କାର ଜଣାଇ ଫୁଲତୋଡ଼ା ଦେଇଥିଲେ। ହେଲେ ମୋଦି ତାଙ୍କ ସହ କିଛି କଥା ହୋଇଥିଲେ ମଧ୍ୟ ବିଜୟଙ୍କ ହାତରୁ ଫୁଲତୋଡ଼ା ନେଇ ନ ଥିଲେ। ତେବେ ଏହି ଘଟଣା ସ୍ୱଭାବିକ୍‌ ଥିଲା ନା ଏହା ପଛରେ […]

bijay-1

Rakesh Mallick
  • Published: Saturday, 15 April 2017
  • , Updated: 16 April 2017, 01:24 PM IST

ଭୁବନେଶ୍ୱର:ବିମାନବନ୍ଦରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁ ସ୍ୱାଗତ ପାଇଁ ଯାଇଥିବା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କଠାରୁ  ଫୁଲତୋଡ଼ା ନେଲେନି ମୋଦି। ବିମାନରୁ ଓହ୍ଲାଇ  ମୋଦି ଦଳର ନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ବିଜୟଙ୍କ ପାଖରେ ପହଞ୍ଚିବା ପରେ  ବିଜୟ ନମସ୍କାର ଜଣାଇ ଫୁଲତୋଡ଼ା ଦେଇଥିଲେ। ହେଲେ ମୋଦି ତାଙ୍କ ସହ କିଛି କଥା ହୋଇଥିଲେ ମଧ୍ୟ ବିଜୟଙ୍କ ହାତରୁ ଫୁଲତୋଡ଼ା ନେଇ ନ ଥିଲେ। ତେବେ ଏହି ଘଟଣା ସ୍ୱଭାବିକ୍‌ ଥିଲା ନା ଏହା ପଛରେ ମୋଦିଙ୍କ ଅସନ୍ତୋଷର ଛାପ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

Related story