କେନ୍ଦ୍ରାପଡ଼ାରେ ମୋଦି-କହିଲେ ଓଡ଼ିଶାରେ ବିଜେଡି ଯିବା, ବିଜେପି ଆସିବା ନିଶ୍ଚିତ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ନିର୍ବାଚନୀ ପ୍ରଚାର ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି।  କେନ୍ଦ୍ରାପଡ଼ାର ବାରୁଅରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ସେ ଓଡ଼ିଆରେ ଭାଷଣ ଦେବା ସହ ବିଜେଡି ସରକାରଙ୍କୁ ସମାଲୋଚନା କରିବା ସହ ନିଜ ସରକାରର ସଫଳତାର ଗାଥା ବଖାଣିଥିଲେ। ବିକାଶର ନାରା ଦେଇ ଏଥର ଓଡ଼ିଶାରେ ନିଶ୍ଚିତ ଡବଲ ଇଞ୍ଜିନ୍ ସରକାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]

modi11

modi11

Tapas Behera
  • Published: Tuesday, 23 April 2019
  • Updated: 23 April 2019, 02:35 PM IST

Sports

Latest News

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ନିର୍ବାଚନୀ ପ୍ରଚାର ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି।  କେନ୍ଦ୍ରାପଡ଼ାର ବାରୁଅରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ସେ ଓଡ଼ିଆରେ ଭାଷଣ ଦେବା ସହ ବିଜେଡି ସରକାରଙ୍କୁ ସମାଲୋଚନା କରିବା ସହ ନିଜ ସରକାରର ସଫଳତାର ଗାଥା ବଖାଣିଥିଲେ। ବିକାଶର ନାରା ଦେଇ ଏଥର ଓଡ଼ିଶାରେ ନିଶ୍ଚିତ ଡବଲ ଇଞ୍ଜିନ୍ ସରକାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ।

ସମାବେଶରେ ଜୟ ଜଗନ୍ନାଥ, ଜୟ ବଳଦେବ ମହାପ୍ରଭୁ କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଭାଷଣ ଆରମ୍ଭ ଦେଇଥିଲେ। ସେ କହିଥିଲେ,“ମୁଁ ଭୋଟ ଦେଇ ଆସିଛି, ଭୋଟ ଦେବା ଏକ କର୍ତ୍ତବ୍ୟ ଓ ସୌଭାଗ୍ୟ’। ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପରେ ଏ ଲହର ବିରୋଧୀଙ୍କ ପାଇଁ ଆହ୍ୱାନ ପାଲଟିଛି। ଏହା ଲହର ନୁହେଁ ଲଲକାର, ପୁଣି ଆଉ ଥରେ ମୋଦି ସରକାର।”

ସେ ଆହୁରି କହିଛନ୍ତି,“ଗତଥର ଲୋକମାନଙ୍କ ଭଲ ପାଇବା ମତେ ମିଳିନଥିଲା, ଯାହା ଏଥର ମିଳୁଛି। ଓଡ଼ିଶାରେ ଏଥର ନିର୍ବାଚନ ପ୍ରଚାରରେ ଆଜି ହେଉଛି ମୋର ଶେଷ ଦିନ।”

ମୋଦି କହିଛନ୍ତି,“ ଓଡ଼ିଶାରେ ନୂଆ ସରକାର ହେଲେ ପୁଣି ଆସିବି। ଓଡ଼ିଶାର ନେତାଙ୍କ ଠାରୁ ଜନତା ଅଧିକ ଚାଲାକ। ସୁରତରେ କେତେକ ଓଡ଼ିଆ ଲୋକଙ୍କୁ ନିକଟରେ ଭେଟିଥିଲି। ସେମାନେ ଠାରରେ ବୁଝେଇ ଦେଇଥିଲେ ଯେ,ଏଥର ବିଜେପି।”

ବିରୋଧୀଙ୍କୁ ଟାର୍ଗେଟ କରି ମୋଦି କହିଥିଲେ ଯେ, ମୋର ୫ ବର୍ଷର ଶାସନ କାଳରେ ଗୋଟିଏ ବି ଭ୍ରଷ୍ଟାଚାରର ଦାଗ ଲାଗିନି। ଯେଉଁମାନେ ମିଛ ଆରୋପ ଲଗାଇଥିଲେ ଏବେ ସେମାନେ କାଠଗଡ଼ାରେ।

ଜନତା ଗତ ୫ ବର୍ଷରେ ମୋ କାମ ଦେଖିଛନ୍ତି, ମୋ ସରକାରର କାମ ଦେଖିଛନ୍ତି। ଆପଣଙ୍କ ଭଲ ପାଇବା ଦେଖି ଏ ବିଜେଡିବାଲାଙ୍କ ନିଦ ଉଡ଼ିଗଲାଣି। ଓଡ଼ିଶାରେ ବିଜେଡି ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛି। ସେଥିପାଇଁ ଭାଜପା କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କରାଯାଉଛି। ଓଡ଼ିଶାରେ ବିଜେଡି ଯିବା, ବିଜେପି ଆସିବା ନିଶ୍ଚିତ ବୋଲି ମୋଦି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story