୨୬ରେ କଟକ ଆସିବେ ମୋଦି

Ordigital Desk
  • Published: Sunday, 20 May 2018
  • , Updated: 20 May 2018, 09:03 PM IST
<p>କଟକ (ଓଡ଼ିଶା ରିପୋର୍ଟର): ଆସନ୍ତା ୨୬ ତାରିଖରେ କଟକ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। କଟକ ବାଲିଯାତ୍ରା ପଡିଆରେ ଜନସାଧାରଣଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି। ମୋଦିଙ୍କ କଟକ ଗସ୍ତ ପୂର୍ବରୁ ଆଜି ବାଲିଯାତ୍ରା ପଡିଆରେ ସାମୀକ୍ଷା କରିଛନ୍ତି ରାଜ୍ୟ ବିଜେପି ଟିମ୍। ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହଙ୍କ ସହ ବିଜେପି ବିଧାୟକ ଦଳ ନେତା ବସନ୍ତ ପଣ୍ଡା ବାଲିଯାତ୍ରା ପଡିଆ ପରିଦର୍ଶନ କରିଥିଲେ।</p>

Related story