ଦୁର୍ବଳ ହୋଇଛି ମୌସୁମୀ ବାୟୁ; କେତେ ଦିନ ପାଗ ଶୁଖିଲା ରହିବ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିର୍ପୋଟର): ଦୁର୍ବଳ ହୋଇଛି ମୌସୁମୀ ବାୟୁ। ତେଣୁ ଆସନ୍ତା ଦୁଇରୁ ତିନି ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ଉତ୍ତର ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ଭିତରେ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟ ଅଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ୨୯ ତାରିଖ ବେଳକୁ ମୌସୁମୀ ବାୟୁ ଶକ୍ତିଶାଳୀ ହେବ। ଫଳରେ ୨୯ ଓ ୩୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର […]

rain

Rakesh Mallick
  • Published: Wednesday, 25 July 2018
  • , Updated: 25 July 2018, 10:32 AM IST

ଭୁବନେଶ୍ୱର (ଓଡ଼ିଶା ରିର୍ପୋଟର): ଦୁର୍ବଳ ହୋଇଛି ମୌସୁମୀ ବାୟୁ। ତେଣୁ ଆସନ୍ତା ଦୁଇରୁ ତିନି ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ଉତ୍ତର ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ଭିତରେ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟ ଅଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।

୨୯ ତାରିଖ ବେଳକୁ ମୌସୁମୀ ବାୟୁ ଶକ୍ତିଶାଳୀ ହେବ। ଫଳରେ ୨୯ ଓ ୩୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

 

Related story