ଲସି ପିଇ ଶତାଧିକ ଗୁରୁତର

ମାଲକାନଗିରି(ଜିତେନ୍ଦ୍ର ବେଉରା): ଲସି ପିଇ ଗୁରୁତର ହେଲେ ଶତାଧିକ ବ୍ୟକ୍ତି।  ଏପରି ଆଶ୍ଚର୍ଯ୍ୟଜନକ ଘଟଣା ମାଲକାନଗିରି ଜିଲ୍ଲା କାଲଦା ପଞ୍ଚାୟତର ବିଭିନ୍ନ ଗାଁରେ ଘଟିଛି। ଏହି ଅଞ୍ଚଳରୁ କେବଳ ୬୦ ଜଣ ପଡ଼ିଆ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥମାନେ ଗତକାଲି କୁର୍ତ୍ତି ହାଟରେ  ଲସି ପିଇଥିବା ଜଣାପଡ଼ିଛି। ଏହାପରେ ରାତିରେ ଅସୁସ୍ଥ ହୋଇପଡିଲେ। ଏହାପରେ ସେମାନଙ୍କୁ ବିଭିନ୍ନ ମେଡିକାଲରେ ଭତ୍ତି କରାଯାଇଛି। ଖବର ପାଇ  ବିଭିନ୍ନ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛି ମେଡିକାଲ ଟିମ୍ […]

lassi

Niharika Rout
  • Published: Saturday, 01 May 2021
  • , Updated: 01 May 2021, 02:14 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ଲସି ପିଇ ଗୁରୁତର ହେଲେ ଶତାଧିକ ବ୍ୟକ୍ତି।  ଏପରି ଆଶ୍ଚର୍ଯ୍ୟଜନକ ଘଟଣା ମାଲକାନଗିରି ଜିଲ୍ଲା କାଲଦା ପଞ୍ଚାୟତର ବିଭିନ୍ନ ଗାଁରେ ଘଟିଛି। ଏହି ଅଞ୍ଚଳରୁ କେବଳ ୬୦ ଜଣ ପଡ଼ିଆ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଅସୁସ୍ଥମାନେ ଗତକାଲି କୁର୍ତ୍ତି ହାଟରେ  ଲସି ପିଇଥିବା ଜଣାପଡ଼ିଛି। ଏହାପରେ ରାତିରେ ଅସୁସ୍ଥ ହୋଇପଡିଲେ। ଏହାପରେ ସେମାନଙ୍କୁ ବିଭିନ୍ନ ମେଡିକାଲରେ ଭତ୍ତି କରାଯାଇଛି।

ଖବର ପାଇ  ବିଭିନ୍ନ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛି ମେଡିକାଲ ଟିମ୍ । ଅଗ୍ନିଶମ ବାହିନୀ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲ ଆଣୁଛି।

Related story