ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର୍ ମାନିଛି ବୟସ: ମା’-ପୁଅ ମ୍ୟାଟ୍ରିକ୍‌ ପାସ୍‌

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): କଥାରେ ଅଛି, ଜୀବନରେ ଶିକ୍ଷାର କେବେ ଅନ୍ତ ନାହିଁ । ଆଉ ଏଇ ଉକ୍ତିକୁ ସତ କରି ଦେଖାଇଛନ୍ତି, ମାଲକାନଗିରି ଜିଲ୍ଲା ତରଲାକୋଟା ଗାଁର ବାସନ୍ତୀ ମୁଦୁଲି । ଅଦମ୍ୟ ଇଚ୍ଛାଶକ୍ତି ଆଗରେ ହାର୍ ମାନିଯାଇଛି ବୟସର ପ୍ରତିବନ୍ଧକ। ଏକଥାକୁ ପ୍ରମାଣିତ କରିଦେଖାଇଛନ୍ତି ମାଲକାନଗିରି ଜିଲ୍ଲା ତରଲାକୋଟା ଗାଁର ଅଙ୍ଗନୱାଡ଼ି କର୍ମୀ ବାସନ୍ତୀ ମୁଦୁଲି । ନିଜ ପୁଅ ସହ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅନ୍ୟ ମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ।  ପେଶାରେ […]

bci

bci

Tapas Behera
  • Published: Monday, 27 May 2019
  • Updated: 27 May 2019, 05:40 PM IST

Sports

Latest News

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): କଥାରେ ଅଛି, ଜୀବନରେ ଶିକ୍ଷାର କେବେ ଅନ୍ତ ନାହିଁ । ଆଉ ଏଇ ଉକ୍ତିକୁ ସତ କରି ଦେଖାଇଛନ୍ତି, ମାଲକାନଗିରି ଜିଲ୍ଲା ତରଲାକୋଟା ଗାଁର ବାସନ୍ତୀ ମୁଦୁଲି । ଅଦମ୍ୟ ଇଚ୍ଛାଶକ୍ତି ଆଗରେ ହାର୍ ମାନିଯାଇଛି ବୟସର ପ୍ରତିବନ୍ଧକ। ଏକଥାକୁ ପ୍ରମାଣିତ କରିଦେଖାଇଛନ୍ତି ମାଲକାନଗିରି ଜିଲ୍ଲା ତରଲାକୋଟା ଗାଁର ଅଙ୍ଗନୱାଡ଼ି କର୍ମୀ ବାସନ୍ତୀ ମୁଦୁଲି । ନିଜ ପୁଅ ସହ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅନ୍ୟ ମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ।  ପେଶାରେ ଜଣେ ଅଙ୍ଗନବାଡ଼ି କର୍ମୀ ହେଉଛନ୍ତି ବାସନ୍ତୀ ।

ମାତ୍ର ଅଳ୍ପ ବୟସରେ ବିବାହ ଆଉ ତାପରେ ପାଠପଢାରେ ଲାଗିଯାଇଥିଲା ଡୋରି । କିନ୍ତୁ ପରବର୍ତ୍ତୀ ସମୟରେ ବଡ ପୁଅ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ବେଳେ ମା’ ବାସନ୍ତୀ ମଧ୍ୟ ଖାଲି ସମୟରେ ପୁଅର ବହି ପଢି ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ।

ଆଉ ମା, ପୁଅ ଏବେ ଏକାସଙ୍ଗେ ମାଟ୍ରିକ୍ ପାସ୍ କରିଛନ୍ତି । ତେବେ ସହାୟତା ମିଳିଲେ ଆଗକୁ ବି ପାଠପଢ଼ା ଜାରି ରଖିବେ ବୋଲି ବାସନ୍ତୀ କହିଛନ୍ତି।  ଏଭଳି ସଫଳତାକୁ ନେଇ ପରିବାର ଲୋକେ ଏବଂ ଗ୍ରାମବାସୀ ବି ଖୁସି ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story