ଚାଲିଚାଲି ଯାଉଥିଲେ, ମା' ଓ ପୁଅ ଉପରେ ଚଢ଼ିଗଲା ଟ୍ରକ୍

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ମା’ ଓ ପୁଅଙ୍କ ଉପରେ ଚଢ଼ିଗଲା ଟ୍ରକ୍। ଫଳରେ ଘଟଣାସ୍ଥଳରେ ଉଭୟ ମା’ ଓ ୩ ବର୍ଷର ପୁଅ ଟ୍ରକ୍ ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର-ଦେବଗଡ଼ ରାସ୍ତା ନିକଟସ୍ଥ ପଡ଼ିଆବାହାଲରେ। ସ୍ଥାନୀୟ ଲୋକେ ଟ୍ରକକୁ ସେଠାରେ ଅଟକାଇ ଥିଲେ। ଘଟଣାସ୍ଥଳରେ ପହଞ୍ଚି ପୁଲିସ୍ ଟ୍ରକକୁ ଜବତ କରିଛି। ତେବେ ମୃତକ ମା’ ଓ ପୁଅର […]

accidenty

accidenty

Ranjit Kumar Jena
  • Published: Tuesday, 20 October 2020
  • Updated: 20 October 2020, 01:28 PM IST

Sports

Latest News

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ମା' ଓ ପୁଅଙ୍କ ଉପରେ ଚଢ଼ିଗଲା ଟ୍ରକ୍। ଫଳରେ ଘଟଣାସ୍ଥଳରେ ଉଭୟ ମା' ଓ ୩ ବର୍ଷର ପୁଅ ଟ୍ରକ୍ ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର-ଦେବଗଡ଼ ରାସ୍ତା ନିକଟସ୍ଥ ପଡ଼ିଆବାହାଲରେ।

ସ୍ଥାନୀୟ ଲୋକେ ଟ୍ରକକୁ ସେଠାରେ ଅଟକାଇ ଥିଲେ। ଘଟଣାସ୍ଥଳରେ ପହଞ୍ଚି ପୁଲିସ୍ ଟ୍ରକକୁ ଜବତ କରିଛି। ତେବେ ମୃତକ ମା' ଓ ପୁଅର ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos