ମୌସୁମୀ ଉପରେ ଏଲ୍-ନିନୋର ପ୍ରଭାବ: ୧୬ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା, ଗତବର୍ଷ ତୁଳନାରେ କମିଛି ଲଘୁଚାପ ସଂଖ୍ୟା

ଭୁବନେଶ୍ୱର:  ଚଳିତ ବର୍ଷ ମୌସୁମୀ ଉପରେ ପଡ଼ିଛି ଏଲ-ନିନୋର ପ୍ରଭାବ ପଡ଼ିଛି। ଫଳରେ ୧୬ଟି ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ରେକର୍ଡ କରାଯାଇଛି। ପୂର୍ବ ବର୍ଷ ତୁଳନାରେ ଏବର୍ଷ ଲଘୁଚାପ ସଂଖ୍ୟା ବି କମିଛି। ଅନେକ ସ୍ଥାନରେ ଆକାଶ ମେଘମୁକ୍ତ ରହୁଥିବାରୁ ତାପମାତ୍ରା  ବୃଦ୍ଧି ପାଉଛି। ମୌସୁମୀ ସକ୍ରିୟ ହେଲେ ମଧ୍ୟ ବର୍ଷା ହେଉନାହିଁ । ଚଳିତବର୍ଷ ଏଯାବତ ୧ ହଜାର ୩୪.୨ ମିଲିମିଟର ବର୍ଷା ହେବାର ଥିବା ବେଳେ  କିନ୍ତୁ ମାତ୍ର ୮୪୦.୯ ମିଲିମିଟର ବର୍ଷା […]

odisha

odisha

Rakesh Mallick
  • Published: Saturday, 12 September 2015
  • Updated: 12 September 2015, 02:11 PM IST

Sports

Latest News

ଭୁବନେଶ୍ୱର:  ଚଳିତ ବର୍ଷ ମୌସୁମୀ ଉପରେ ପଡ଼ିଛି ଏଲ-ନିନୋର ପ୍ରଭାବ ପଡ଼ିଛି। ଫଳରେ ୧୬ଟି ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ରେକର୍ଡ କରାଯାଇଛି। ପୂର୍ବ ବର୍ଷ ତୁଳନାରେ ଏବର୍ଷ ଲଘୁଚାପ ସଂଖ୍ୟା ବି କମିଛି। ଅନେକ ସ୍ଥାନରେ ଆକାଶ ମେଘମୁକ୍ତ ରହୁଥିବାରୁ ତାପମାତ୍ରା  ବୃଦ୍ଧି ପାଉଛି।

ମୌସୁମୀ ସକ୍ରିୟ ହେଲେ ମଧ୍ୟ ବର୍ଷା ହେଉନାହିଁ । ଚଳିତବର୍ଷ ଏଯାବତ ୧ ହଜାର ୩୪.୨ ମିଲିମିଟର ବର୍ଷା ହେବାର ଥିବା ବେଳେ  କିନ୍ତୁ ମାତ୍ର ୮୪୦.୯ ମିଲିମିଟର ବର୍ଷା ହୋଇଛି । ଯାହା ସ୍ୱାଭାବିକଠାରୁ ୧୯ ପ୍ରତିଶତ କମ୍। ସେହିଭଳି ୧୬ଟି ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି। ତେବେ କନ୍ଧମାଳର ସ୍ଥିତି ସବୁଠୁ ଖରାପ। ଏଇ ଜିଲ୍ଲାରେ ଏଯାବତ୍ ବୃଷ୍ଟିପାତର ପରିମାଣ ସ୍ୱାଭାବିକଠାରୁ ୪୩ ପ୍ରତିଶତ କମ୍ ରହିଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବି ନିଅଣ୍ଟିଆ ବର୍ଷା ହୋଇଛି । ଏବର୍ଷ ଲଘୁଚାପ ସଂଖ୍ୟା  କମ୍ ଥିବା ଜଣାପଡିଛି। ଗତବର୍ଷ ଏହି ସମୟ ମଧ୍ୟରେ ରାଜ୍ୟ ୧୦ଟି ଲଘୁଚାପ ହୋଇଥିଲା ବେଳେ ଏବର୍ଷ ମାତ୍ର ୬ଟି ଲଘୁଚାପ ବର୍ଷା ହୋଇଛି। ପରିଣାମ ସ୍ୱରୂପ ଏବର୍ଷ ବର୍ଷା ତୁଳନାରେ ଅଧିକ  ଖରା ଅନୁଭୂତ ହେଉଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ର ସ୍ୱାଭାବିକଠାରୁ ୨ରୁ୩ ଡିଗ୍ରୀ ସେଲସିୟସ ଅଧିକ ରହୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story