ମୌସୁମୀ ଅଧିବେଶନ: ଶିକ୍ଷକ ଆନ୍ଦୋଳନ ଓ ଶିକ୍ଷାଦାନ ବାଧା ନେଇ ଆଲୋଚନା

ଭୁବନେଶ୍ୱର: ଶିକ୍ଷକ ଆନ୍ଦୋଳନ ଓ ଶିକ୍ଷାଦାନରେ ବାଧା ନେଇ ବିରୋଧୀ ଦଳ ପକ୍ଷରୁ ବିଧାନସଭାରେ ମୁଲତବି ପ୍ରସ୍ତାବ ଆଣିଛନ୍ତି। ଏହାର ଶୀର୍ଷକ ରହିଛି ‘ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ିଲା, ରାଜରାସ୍ତାରେ ଶିକ୍ଷକ, ସ୍କୁଲରେ ତାଲା’। ବାଚସ୍ପତି ମୁଲତବି ପ୍ରସ୍ତାବକୁ ଗ୍ରହଣ କରିବା ପରେ ଆଜି ଆଲୋଚନା ହେଉଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଗୃହରେ ଉତ୍ତର ରଖୁଛନ୍ତି।

ass

Rakesh Mallick
  • Published: Thursday, 27 August 2015
  • , Updated: 27 August 2015, 02:38 PM IST

ଭୁବନେଶ୍ୱର: ଶିକ୍ଷକ ଆନ୍ଦୋଳନ ଓ ଶିକ୍ଷାଦାନରେ ବାଧା ନେଇ ବିରୋଧୀ ଦଳ ପକ୍ଷରୁ ବିଧାନସଭାରେ ମୁଲତବି ପ୍ରସ୍ତାବ ଆଣିଛନ୍ତି। ଏହାର ଶୀର୍ଷକ ରହିଛି 'ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ିଲା, ରାଜରାସ୍ତାରେ ଶିକ୍ଷକ, ସ୍କୁଲରେ ତାଲା'। ବାଚସ୍ପତି ମୁଲତବି ପ୍ରସ୍ତାବକୁ ଗ୍ରହଣ କରିବା ପରେ ଆଜି ଆଲୋଚନା ହେଉଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଗୃହରେ ଉତ୍ତର ରଖୁଛନ୍ତି।

Related story