ଚଳନ୍ତା କାର୍‌ରେ ଲାଗିଗଲା ନିଆଁ; ୩ଜଣ ଅଳ୍ପକେ ବର୍ତ୍ତିଗଲେ

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା-ବାରିପଦା ମୁଖ୍ୟ ରାସ୍ତାର ସାନକେରକ ଛକଠାରେ ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଛି। ରାସ୍ତା ମଝିରେ କାର୍‌ଟି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା। ତେବେ ଗାଡ଼ିରେ ଥିବା ଡ୍ରାଇଭରଙ୍କ ସମେତ ୩ ଜଣ ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ତେଲ ଟାଙ୍କିରୁ ତେଲ ଲିକ୍ ହୋଇ କାର୍‌ରେ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି। କାର୍‌ଟି ବାରିପଦାରୁ ଉଦଳା ଅଭିମୁଖେ ଆସୁଥିଲା।

fffffffffff000000000000

Tapaswini Nayak
  • Published: Tuesday, 16 April 2019
  • , Updated: 16 April 2019, 02:04 PM IST

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା-ବାରିପଦା ମୁଖ୍ୟ ରାସ୍ତାର ସାନକେରକ ଛକଠାରେ ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଛି। ରାସ୍ତା ମଝିରେ କାର୍‌ଟି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା। ତେବେ ଗାଡ଼ିରେ ଥିବା ଡ୍ରାଇଭରଙ୍କ ସମେତ ୩ ଜଣ ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ତେବେ ତେଲ ଟାଙ୍କିରୁ ତେଲ ଲିକ୍ ହୋଇ କାର୍‌ରେ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି। କାର୍‌ଟି ବାରିପଦାରୁ ଉଦଳା ଅଭିମୁଖେ ଆସୁଥିଲା।

Related story