ବୋଇତ ବନ୍ଦାଣ ଓ ବାଲିଯାତ୍ରାର ଶୁଭେଚ୍ଛା ଜଣାଇଲେ ବୈଜୟନ୍ତ

Ordigital Desk
  • Published: Saturday, 04 November 2017
  • , Updated: 04 November 2017, 09:44 AM IST
<p>ଭୁବନେଶ୍ୱର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ରାଜ୍ୟବାସୀଙ୍କୁ ଟ୍ୱିଟ୍&zwnj; କରି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଶୁଭେଚ୍ଛା ଜଣାଇଛନ୍ତି । ଆଜିଠାରୁ&nbsp; କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ଆରମ୍ଭ ହେଉଛି। ତେଣୁ ବୋଇତ ବନ୍ଦାଣ ଓ ବାଲିଯାତ୍ରାର ଅନେକ ଶୁଭେଚ୍ଛା ନେଇ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍&zwnj; କରିଛନ୍ତି ।</p>

Related story