ରାତି ଅଧରେ ଜୟପୁରରୁ ଜଣକୁ ଉଠାଇନେଲା ମୁମ୍ବାଇ ATS

ଜୟପୁର( ଓଡ଼ିଶା ରିପୋର୍ଟର): ଜୟପୁର ସଦର ଥାନା ଅଞ୍ଚଳରୁ ଜଣକୁ ଉଠାଇନେଲା ମୁମ୍ବାଇ ଏଟିଏସ୍। ସଦର ଥାନା କାଲାଗୁଡ଼ା ଗାଁର ଖଗପତି ପାଙ୍ଗିଙ୍କୁ ଗିରଫ ଏଟିଏସ୍‌ ତଥା ଆଣ୍ଟି ଟେରୋରିଷିମ୍ ସ୍କ୍ୱାର୍ଡ଼। ନାଗପୁରକୁ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଗିରଫ କରାଯାଥିବା ସୂଚନା ମିଳିଛି।  ଅଧତ୍କ ତଦନ୍ତ ପାଇଁ ATS ଖଗପତିଙ୍କୁ ନାଗପୁର ନେଇଥିବା ଜଣାପଡ଼ିଛି। ଜୟପୁର ସଦର ଥାନା ପକ୍ଷରୁ ‌ଏନେଇ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଜାରି କରାଯାଇଛି।  ଗତକାଲି ବିଳମ୍ବିତ ରାତିରେ ସବ୍‌ଇନ୍ସପେକ୍ଟର ଆସି […]

7n-6

Tapas Behera
  • Published: Sunday, 10 January 2021
  • , Updated: 10 January 2021, 04:04 PM IST

ଜୟପୁର( ଓଡ଼ିଶା ରିପୋର୍ଟର): ଜୟପୁର ସଦର ଥାନା ଅଞ୍ଚଳରୁ ଜଣକୁ ଉଠାଇନେଲା ମୁମ୍ବାଇ ଏଟିଏସ୍। ସଦର ଥାନା କାଲାଗୁଡ଼ା ଗାଁର ଖଗପତି ପାଙ୍ଗିଙ୍କୁ ଗିରଫ ଏଟିଏସ୍‌ ତଥା ଆଣ୍ଟି ଟେରୋରିଷିମ୍ ସ୍କ୍ୱାର୍ଡ଼। ନାଗପୁରକୁ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଗିରଫ କରାଯାଥିବା ସୂଚନା ମିଳିଛି।  ଅଧତ୍କ ତଦନ୍ତ ପାଇଁ ATS ଖଗପତିଙ୍କୁ ନାଗପୁର ନେଇଥିବା ଜଣାପଡ଼ିଛି। ଜୟପୁର ସଦର ଥାନା ପକ୍ଷରୁ ‌ଏନେଇ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଜାରି କରାଯାଇଛି।  ଗତକାଲି ବିଳମ୍ବିତ ରାତିରେ ସବ୍‌ଇନ୍ସପେକ୍ଟର ଆସି ଠାକୁରଙ୍କ ନେତୃତ୍ୱରେ ଏଟିଏସ୍ ଟିମ୍‌ ଜୟପୁରରେ ପହଞ୍ଚି ଖଗପତିଙ୍କ ଘରେ ଚଢ଼ାଉ କରିଥିଲା।  ଏନେଇ NDSP Act ରେ ୪/୨୧ ସେକ୍ସନ-୨୦ ଏବଂ ୨୨ରେ ଏକ ମାମଲା ରୁଜୁ କରାଯାଇଛି।

Related story