ସୁଦର୍ଶନଙ୍କ ବାଲୁକା କଳାରେ ବେଳାଭୂମିର ସଚେତନତାର ବାର୍ତ୍ତା

ପୁରୀ: ପୁରୀ ସହରରୁ ନିର୍ଗତ ଅଳିଆ ଓ ଆବର୍ଜନା ଡ୍ରେନ୍ ପାଣିରେ ଯାଇ ବେଳାଭୂମିରେ ପଡ଼ୁଛି। ଫଳରେ ବେଳାଭୂମିର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହିତ ପରିବେଶ ଦୂଷିତ ହେଉଛି। ମାତ୍ର ପ୍ରଶାସନ ଏଥିପ୍ରତି ତିଳେ ମାତ୍ର ନଜର ଦେଉନାହିଁ। ତେବେ ଆନ୍ତର୍ଜାତୀକ ବାଳୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବେଳାଭୂମିରେ ଏ ସମ୍ପର୍କରେ ଏକ ବାଲୁକା କଳା କରି ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି। ସୁଦର୍ଶନ ଏଥିସହ ବାଙ୍କି ମୁହାଣରେ ଥିବା ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ପୁନରୁଦ୍ଧାର ପାଇଁ ବାଲୁକା […]

My SandArt with message #SaveOurPuriBeach where

Rakesh Mallick
  • Published: Saturday, 10 June 2017
  • , Updated: 10 June 2017, 10:57 PM IST

ପୁରୀ: ପୁରୀ ସହରରୁ ନିର୍ଗତ ଅଳିଆ ଓ ଆବର୍ଜନା ଡ୍ରେନ୍ ପାଣିରେ ଯାଇ ବେଳାଭୂମିରେ ପଡ଼ୁଛି। ଫଳରେ ବେଳାଭୂମିର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହିତ ପରିବେଶ ଦୂଷିତ ହେଉଛି। ମାତ୍ର ପ୍ରଶାସନ ଏଥିପ୍ରତି ତିଳେ ମାତ୍ର ନଜର ଦେଉନାହିଁ। ତେବେ ଆନ୍ତର୍ଜାତୀକ ବାଳୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବେଳାଭୂମିରେ ଏ ସମ୍ପର୍କରେ ଏକ ବାଲୁକା କଳା କରି ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି। ସୁଦର୍ଶନ ଏଥିସହ ବାଙ୍କି ମୁହାଣରେ ଥିବା ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ପୁନରୁଦ୍ଧାର ପାଇଁ ବାଲୁକା କଳା ଜରିଆରେ ଦର୍ଶାଇଛନ୍ତି। ସମସ୍ୟାର ସମାଧାନ ନ ହେବା ଯାଏ ଏଭଳି ବାଲୁକାକୃତୀ ଗଢି ଚାଲିବେ ବୋଲି କହିଛନ୍ତି ସୁଦର୍ଶନ।

Related story