ନବଜ୍ୟୋତି ହୋଇପାରନ୍ତି କଂଗ୍ରେସ ପ୍ରାର୍ଥୀ, ଗୋଟିଚାଳନା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଧାନସଭା ଉପନିର୍ବାଚନକୁ ନେଇ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମଧ୍ୟରେ ତତ୍ପରତା ଏବେସୁଦ୍ଧା ନଥିଲେ ମଧ୍ୟ ସାଂଗଠନିକ ଅସ୍ତିତ୍ୱ ଫେରି ପାଇବାକୁ ସଂଘର୍ଷ କରୁଥିବା କଂଗ୍ରେସରେ ଏନେଇ ଗୋଟିଚାଳନା ଆରମ୍ଭ ହୋଇଗଲାଣି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ବାଲେଶ୍ୱର ସଦର ଆସନରେ ହେବାକୁ ଥିବା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ କରିବା ନେଇ ମାର୍ଗ ପ୍ରଶସ୍ତ ହୋଇଛି। ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ନିମନ୍ତେ ପର୍ଯ୍ୟବେକ୍ଷକ ଭାବେ […]

nabajyoti

nabajyoti

Manoranjan Sial
  • Published: Monday, 20 July 2020
  • Updated: 20 July 2020, 09:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଧାନସଭା ଉପନିର୍ବାଚନକୁ ନେଇ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମଧ୍ୟରେ ତତ୍ପରତା ଏବେସୁଦ୍ଧା ନଥିଲେ ମଧ୍ୟ ସାଂଗଠନିକ ଅସ୍ତିତ୍ୱ ଫେରି ପାଇବାକୁ ସଂଘର୍ଷ କରୁଥିବା କଂଗ୍ରେସରେ ଏନେଇ ଗୋଟିଚାଳନା ଆରମ୍ଭ ହୋଇଗଲାଣି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ବାଲେଶ୍ୱର ସଦର ଆସନରେ ହେବାକୁ ଥିବା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ କରିବା ନେଇ ମାର୍ଗ ପ୍ରଶସ୍ତ ହୋଇଛି। ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ନିମନ୍ତେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଥିବା ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଏଭଳି ସଙ୍କେତ ଦେଇଛନ୍ତି।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ବାହିନୀପତି କହିଛନ୍ତି ଯେ, ନବଜ୍ୟୋତି ଜଣେ ଉଚ୍ଚଶିକ୍ଷିତ ଯୁବକ। ବାଲେଶ୍ୱର ଜିଲ୍ଲାର କିଛି ନେତା ଓ କିଛି ସରପଂଚ ତାଙ୍କୁ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ କରିବା ପାଇଁ ମତ ଦେଇଛନ୍ତି। ଯଦି ନବଜ୍ୟୋତିଙ୍କୁ ପ୍ରାର୍ଥୀ କରାଯାଏ ତା’ହେଲେ ସେଠାରେ କଂଗ୍ରେସ ଏକଜୁଟ ହୋଇ ଲଢ଼ିବ ଓ ସେ ନିଶ୍ଚିତ ବିଜୟୀ ହେବେ। ସେ ଏବିଷୟରେ ପିସିସି ସଭାପତିଙ୍କ ସହ ଆଲୋଚନା କରିବେ। ଆଉ ପ୍ରାର୍ଥୀ ହେବା ନିମନ୍ତେ ନବଜ୍ୟୋତିଙ୍କୁ ମଧ୍ୟ ଅନୁରୋଧ କରିବେ। ନବଜ୍ୟୋତିଙ୍କୁ ବିଧାୟକ ପ୍ରାର୍ଥୀ କରାଗଲେ ସେହି ଆସନରେ ବିଜେଡି ଓ ବିଜେପିକୁ କଡ଼ା ଟକ୍କର ଦେବା ସମ୍ଭବପର ହେବ ଓ ନବଜ୍ୟୋତି ବି ଜିତିବେ। ଶ୍ରୀ ବାହିନୀପତିଙ୍କ ମତକୁ ବରିଷ୍ଠ ବିଧାୟକ ତଥା ତିର୍ତ୍ତୋଲ ଆସନ ପାଇଁ ପର୍ଯ୍ୟବେକ୍ଷକ ଥିବା ସୁରେଶ ରାଉତରାୟ ମଧ୍ୟ ସମର୍ଥନ କରି କହିଛନ୍ତି ଯେ, ବାଲେଶ୍ୱରର ମହିଳା, ଯୁବ ଓ ଛାତ୍ରମାନେ ସେହି ଆସନରେ ନବଜ୍ୟୋତିଙ୍କୁ ଦଳୀୟ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି। ସେ ଶିଳ୍ପପତି ଓ ଜ୍ଞାନୀ। ତାଙ୍କୁ ପ୍ରାର୍ଥୀ କଲେ ଦଳ ସେଠାରେ ଭଲ କରିବ। ଏବେସୁଦ୍ଧା ତିର୍ତ୍ତୋଲ ଆସନ ପାଇଁ ୭ଜଣ ପ୍ରାର୍ଥୀ ଆବେଦନ କରିଛନ୍ତି। ସବୁଦିଗକୁ ବିଚାର କରି ସେମାନଙ୍କର ପ୍ରାର୍ଥୀତ୍ୱ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସର ଅନ୍ୟ ଏକ ଗୋଷ୍ଠୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୂର୍ବରୁ ନିଜର ଲୋକ ଭାବେ ତାରା ଓ ସୁରଙ୍କୁ ଦାୟିତ୍ୱ ଦେଇଛନ୍ତି । ସେମାନେ ନିରଞ୍ଜନ ପଟ୍ଟନାୟକଙ୍କ ପୁଅଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ମତ ଦେବା ସ୍ୱାଭାବିକ । ମାତ୍ର ବାଲେଶ୍ୱର ଜିଲ୍ଲାବାସୀ, ବିଶେଷକରି ସମ୍ପୃକ୍ତ ନିର୍ବାଚନମଣ୍ଡଳୀର ଦଳୀୟ କର୍ମୀମାନେ କ’ଣ ଚାହୁଁଚନ୍ତି ତାହା ବିଶେଷ ଗୁରୁତ୍ୱ ବହନ କରିବା ଉଚିତ୍ । ସୂଚନାଯୋଗ୍ୟ, ନବଜ୍ୟୋତି ବାଲେଶ୍ୱରରେ କଂଗ୍ରେସର ସାଂସଦ ପ୍ରାର୍ଥୀ ଭାବେ ପରାଜିତ ହୋଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story