ନବରଙ୍ଗପୁର: ରାଇସ ମିଲରୁ ବିପିଏଲ ଚାଉଳ ଜବତ, ୩ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ପୋଲିସ୍ ଫଟାଗୁଡ଼ାଠାରେ ଥିବା ରାଇସ ମିଲରେ ଚଢାଉ କରି ୧୨ ବସ୍ତା ବିପିଏଲ୍ ଚାଉଳ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ସରକାରୀ ଟ୍ୟାଗ୍ ଲାଗିଥିବା ଏହି ବିପିଏଲ ଚାଉଳ ବସ୍ତା ଜବତ ହେବା ପରେ ମିଲର ଗୋଦାମକୁ ସିଲ୍ କରିଦିଆଯାଇଛି । ସାଧାରଣ ବଣ୍ଟନ ପାଇଁ ଆସୁଥିବା ଏହି ଚାଉଳର କଳାବଜାରରେ କିଏ କିଏ ସାମିଲ ଅଛନ୍ତି, ତାହାର ତଦନ୍ତ ଆରମ୍ଭ ହୋଇଛି । ଅନ୍ୟପକ୍ଷେ […]

chaula

Rakesh Mallick
  • Published: Sunday, 14 June 2015
  • , Updated: 14 June 2015, 04:15 AM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ପୋଲିସ୍ ଫଟାଗୁଡ଼ାଠାରେ ଥିବା ରାଇସ ମିଲରେ ଚଢାଉ କରି ୧୨ ବସ୍ତା ବିପିଏଲ୍ ଚାଉଳ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ସରକାରୀ ଟ୍ୟାଗ୍ ଲାଗିଥିବା ଏହି ବିପିଏଲ ଚାଉଳ ବସ୍ତା ଜବତ ହେବା ପରେ ମିଲର ଗୋଦାମକୁ ସିଲ୍ କରିଦିଆଯାଇଛି । ସାଧାରଣ ବଣ୍ଟନ ପାଇଁ ଆସୁଥିବା ଏହି ଚାଉଳର କଳାବଜାରରେ କିଏ କିଏ ସାମିଲ ଅଛନ୍ତି, ତାହାର ତଦନ୍ତ ଆରମ୍ଭ ହୋଇଛି । ଅନ୍ୟପକ୍ଷେ ମିଲ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ କହିଛନ୍ତି ।

Related story