ନବରଙ୍ଗପୁରର ବହୁ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦେଲେ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ବହୁ କଂଗ୍ରେସ କର୍ମୀ ସୋମବାର ବିଜେଡିରେ ଯୋଗଦେଇଛନ୍ତି। ଆଜି ଏହି କର୍ମୀମାନେ ନବୀନ ନିବାସ ପହଞ୍ଚି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ବହୁ ପୂର୍ବତନ ଲୋକ ପ୍ରତିନିଧି ଓ ପୂର୍ବତନ କଂଗ୍ରେସ ସାଂସଦଙ୍କ ପ୍ରତିନିଧି ମଧ୍ୟ ଅଛନ୍ତି। ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ବିଜେଡି ସରକାରର ଜନହିତକର କାର୍ଯ୍ୟକ୍ରମକୁ ଦେଖି ସେମାନେ ବିଜେଡିରେ ସାମିଲ ହୋଇଥିବା […]

muder

Rakesh Mallick
  • Published: Monday, 08 June 2015
  • , Updated: 08 June 2015, 09:55 AM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ବହୁ କଂଗ୍ରେସ କର୍ମୀ ସୋମବାର ବିଜେଡିରେ ଯୋଗଦେଇଛନ୍ତି। ଆଜି ଏହି କର୍ମୀମାନେ ନବୀନ ନିବାସ ପହଞ୍ଚି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ବହୁ ପୂର୍ବତନ ଲୋକ ପ୍ରତିନିଧି ଓ ପୂର୍ବତନ କଂଗ୍ରେସ ସାଂସଦଙ୍କ ପ୍ରତିନିଧି ମଧ୍ୟ ଅଛନ୍ତି। ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ବିଜେଡି ସରକାରର ଜନହିତକର କାର୍ଯ୍ୟକ୍ରମକୁ ଦେଖି ସେମାନେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି। ଏହି ସମୟରେ ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ ଉପସ୍ଥିତ ଥିଲେ।

Related story