କଲେଜ ଅଧ୍ୟକ୍ଷକଙ୍କ ସହ ସିଧାସଳଖ  ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

Ordigital Desk
  • Published: Monday, 02 April 2018
  • , Updated: 02 April 2018, 02:06 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭିଡିଓ କନଫେରେନସିଂ ମାଧ୍ୟମରେ ବିଭିନ୍ନ କଲେଜର ଅଧ୍ୟକ୍ଷକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।&nbsp; ଆସନ୍ତା ୯ ତାରିଖରେ ଏହି ଆଲୋଚନା ହେବ।&nbsp; ଏଥିରେ ୧୧ଟି କଲେଜର ଅଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀ ସିଧାସଳଖ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।&nbsp; ତେବେ ଏହି ଆଲୋଚନାରେ କ&rsquo;ଣ ସବୁ ରହିବ ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲେ ମଧ୍ୟ କଲେଜର ଭିତ୍ତିଭୂମି, ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷା ନେଇ ଆଲୋଚନା କରାଯିବ ବୋଲି କୁହାଯାଉଛି।</p>

Related story