ନନ୍ଦନକାନନ ଗେଟ୍‌ରେ ପଡ଼ିଲା ତାଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହର୍ପିସ୍‌ ଭୂତାଣୁ ସଂକ୍ରମଣରେ ମାସକ ମଧ୍ୟରେ ନନ୍ଦନକାନନ ଚିଡ଼ିଆଖାନାରେ ୪ଟି ହାତୀ ଆଖି ବୁଜିଲେଣି। ନିକଟସ୍ଥ ଦାରୁଠେଙ୍ଗ ଡମ୍ପିଂୟାର୍ଡରୁ ହିଁ ହରପିସ୍‌ ଭୂତାଣୁ ବ୍ୟାପୁ ଥିବା ଓ ଏଥିଯୋଗୁ ହାତୀଙ୍କ ମୃତ୍ୟୁ ଘଟିଥିବା ଦାବି କରି ଆଜି ଜଟଣୀ ବିଧାୟକ ସୁର ରାଉତରାୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶହ ଶହ କର୍ମୀଙ୍କ ସହ ସେ ନନ୍ଦନକାନନ ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି। ତୁରନ୍ତ ସେଠାରୁ ଡମ୍ପିଂୟାର୍ଡ ଉଠାଇ ନେବାକୁ ସେ ଦାବି କରିଛନ୍ତି। ଏହି ଆନ୍ଦୋଳନ […]

sura-1..

sura-1..

Niharika Rout
  • Published: Wednesday, 25 September 2019
  • Updated: 25 September 2019, 01:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହର୍ପିସ୍‌ ଭୂତାଣୁ ସଂକ୍ରମଣରେ ମାସକ ମଧ୍ୟରେ ନନ୍ଦନକାନନ ଚିଡ଼ିଆଖାନାରେ ୪ଟି ହାତୀ ଆଖି ବୁଜିଲେଣି। ନିକଟସ୍ଥ ଦାରୁଠେଙ୍ଗ ଡମ୍ପିଂୟାର୍ଡରୁ ହିଁ ହରପିସ୍‌ ଭୂତାଣୁ ବ୍ୟାପୁ ଥିବା ଓ ଏଥିଯୋଗୁ ହାତୀଙ୍କ ମୃତ୍ୟୁ ଘଟିଥିବା ଦାବି କରି ଆଜି ଜଟଣୀ ବିଧାୟକ ସୁର ରାଉତରାୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶହ ଶହ କର୍ମୀଙ୍କ ସହ ସେ ନନ୍ଦନକାନନ ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି। ତୁରନ୍ତ ସେଠାରୁ ଡମ୍ପିଂୟାର୍ଡ ଉଠାଇ ନେବାକୁ ସେ ଦାବି କରିଛନ୍ତି।

ଏହି ଆନ୍ଦୋଳନ ଯୋଗୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟି ରଖି ନନ୍ଦନକାନନକୁ ବନ୍ଦ ରଖାଯାଇଛି। ନନ୍ଦନକାନନ କର୍ତ୍ତୃପକ୍ଷ ପ୍ରାଣୀ ଉଦ୍ୟାନ ଫାଟକରେ ତାଲା ପକାଇ ଦେଇଛନ୍ତି।

ତୁରନ୍ତ ଡମ୍ପିଂୟାର୍ଡ ଉଠାଇବା ନିମନ୍ତେ ପଦକ୍ଷେପ ନିଆ ନ ଗଲେ  ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଚନ୍ତି ସୁର। ଆବଶ୍ୟକ ପଡ଼ିଲେ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ମଧ୍ୟ ସେ  କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story