ନନ୍ଦନକାନନରେ ମାଈ ଜେବ୍ରାର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନରେ ଆଜି ଏକ ମାଈ ଜେବ୍ରାର ମୃତ୍ୟୁ ଘଟିଛି। ତେବେ କେଉଁ କାରଣରୁ ଜେବ୍ରାଟିର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ଏହା ସହିତ ନନ୍ଦନକାନନରେ ଜେବ୍ରା ସଂଖ୍ୟା ୩କୁ ହ୍ରାସ ପାଇଛି।

zebra

Rakesh Mallick
  • Published: Saturday, 20 August 2016
  • , Updated: 20 August 2016, 12:22 PM IST

Related story