ନୂଆଦିଲ୍ଲୀରେ ନବୀନଙ୍କୁ ଭେଟିଲେ ନରସିଂହ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଆଜି ଅବଦୁଲ କଲାମ ମାର୍ଗ ସ୍ଥିତ ନବୀନଙ୍କ ବାସଭବନକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସେ ଭେଟିଥିଲେ। ତେବେ ନବୀନ ଓ ନରସିଂହଙ୍କ ମଧ୍ୟରେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ସେ ନେଇ କିଛି ସୂଚନା ମିଳି ନାହିଁ।

congress

Rakesh Mallick
  • Published: Thursday, 15 February 2018
  • , Updated: 15 February 2018, 02:36 PM IST

Related story