ରାଜ୍ୟ ସରକାରଙ୍କୁ ମହାନଦୀ ଚିନ୍ତା: ଜଳ ପରିଚାଳନା, ବନ୍ୟା ନିୟନ୍ତ୍ରଣ ଓ ଡ୍ୟାମ ସୁରକ୍ଷା ନେଇ ଆଲୋଚନା

ସମ୍ୱଲପୁର (ସଞ୍ଜୟ ଜେନା): ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଉଗ୍ର ହେବାରେ ଲାଗିଛି। ଏହାକୁ ନେଇ କେତେବେଳେ ରାଜନୀତିକ ଯୁଦ୍ଧ ତ ଆଉ କେତେବେଳେ ଜୋରଦାର ବୟାନବାଜି ଲାଗି ରହିଛି। ଏଭଳି ସ୍ଥିତିରେ ନ୍ୟାସନାଲ କାଉସିଲ୍‌ ଅଫ୍‌ ଡ୍ୟାମ୍‌ ସେପ୍ଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ଫୋକସରେ ଅଛି ଡ୍ୟାମ୍‌ର ସୁରକ୍ଷା ଓ ବନ୍ୟା ପରିଚାଳନା। ତେବେ ହୀରାକୁଦ ଉପରେ ମୁଣ୍ଡରେ ଥିବା ବିଭିନ୍ନ ଡ୍ୟାମରୁ ପାଣି ଛାଡ଼ିବା ବେଳେ ଓଡ଼ିଶାକୁ ଅବଗତ କରାଯିବା ନେଇ ଆଲୋଚନା ହୋଇଛି। କାରଣ ରାଜ୍ୟକୁ ତଥ୍ୟ ନଦେଇ ପାଣି ଛାଡ଼ିଲେ ତା’ର ପ୍ରଭାବ ଓଡ଼ିଶା […]

national-dam-safety-meeting-focuses-on-flood-control-in-river-mahanadi 

Jitendra Garnayak
  • Published: Friday, 24 August 2018
  • Updated: 24 August 2018, 02:06 PM IST

Sports

Latest News

ସମ୍ୱଲପୁର (ସଞ୍ଜୟ ଜେନା): ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଉଗ୍ର ହେବାରେ ଲାଗିଛି। ଏହାକୁ ନେଇ କେତେବେଳେ ରାଜନୀତିକ ଯୁଦ୍ଧ ତ ଆଉ କେତେବେଳେ ଜୋରଦାର ବୟାନବାଜି ଲାଗି ରହିଛି।

ଏଭଳି ସ୍ଥିତିରେ ନ୍ୟାସନାଲ କାଉସିଲ୍‌ ଅଫ୍‌ ଡ୍ୟାମ୍‌ ସେପ୍ଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି।

ଫୋକସରେ ଅଛି ଡ୍ୟାମ୍‌ର ସୁରକ୍ଷା ଓ ବନ୍ୟା ପରିଚାଳନା। ତେବେ ହୀରାକୁଦ ଉପରେ ମୁଣ୍ଡରେ ଥିବା ବିଭିନ୍ନ ଡ୍ୟାମରୁ ପାଣି ଛାଡ଼ିବା ବେଳେ ଓଡ଼ିଶାକୁ ଅବଗତ କରାଯିବା ନେଇ ଆଲୋଚନା ହୋଇଛି।

କାରଣ ରାଜ୍ୟକୁ ତଥ୍ୟ ନଦେଇ ପାଣି ଛାଡ଼ିଲେ ତା’ର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ। ନୂଆ ଟେକ୍ନୋଲୋଜି ମାଧ୍ୟମରେ ଡାଟା ଶେୟାରିଂ କରିବା ନେଇ ବୈଠକରେ ସ୍ଥିର ହୋଇଛି।

ତେବେ ଉପର ମୁଣ୍ଡରୁ ପାଣି ଛାଡ଼ିଲେ ଓଡ଼ିଶାରେ ଯେମିତି ବନ୍ୟା ପରିସ୍ଥିତି ସୃଷ୍ଟି ନହେବ, ତା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ଛତିଶଗଡ଼ ଉପର ମୁଣ୍ଡରେ ଆଉ କେଉଁ କେଉଁ ପ୍ରକଳ୍ପ କରୁଛି, ତା’ ଉପରେ କୌଣସି ଆଲୋଚନା ହୋଇନଥିବା ଜଣାପଡ଼ିଛି।

ଉଭୟ ରାଜ୍ୟ ମଧ୍ୟରେ ମହାନଦୀ ଜଳ ପରିଚାଳନା, ବନ୍ୟା ନିୟନ୍ତ୍ରଣ ଓ ଡ୍ୟାମ୍ ସୁରକ୍ଷା ପ୍ରସଙ୍ଗରେ ପ୍ରତିବର୍ଷ ବର୍ଷା ଋତୁ ଆରମ୍ଭରୁ ଅର୍ଥାତ ମେ କିମ୍ବା ଜୁନ୍‌ ମାସରେ ଅନୁଷ୍ଠିତ ହୋଇଥାଏ ଏହି ବୈଠକ।

ହେଲେ ଚଳିତବର୍ଷ କୌଣସି କାରଣ ପାଇଁ ବିଳମ୍ବ ହୋଇ ଏହା ଜୁଲାଇ ୩୧ରେ ହେବାର ଥିଲା। ମାତ୍ର ତାହା ବି ସମ୍ଭବ ହୋଇନଥିଲା।ଏପରିକି ଲୋକେ ଗୋଟିଏ ମହାନଦୀରେ ବନ୍ୟା ଦେଖିସାରିବା ପରେ ବି ବୈଠକର ନାଁ ଗନ୍ଧ ନଥିଲା।

ଏହି ବିଳମ୍ବ ନିମନ୍ତେ ମହାନଦୀ ଜଳ ବିବାଦକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଲାଗି ରହିଥିବା ତିକ୍ତତା ଓ ଛକାପଞ୍ଛାକୁ ଦାୟୀ କରାଯାଉଥିବା ଚର୍ଚ୍ଚା ହେଉଛି। ହେଲେ ଛତିଶଗଡ଼ ପକ୍ଷରୁ ସମୟ ମଗାଯାଇଥିବାରୁ ବୈଠକ ଆୟୋଜନରେ ବିଳମ୍ବ ହୋଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story