ଶ୍ରୀକ୍ଷେତ୍ରରେ ବିଜେପିର ଦୁଇ ଦିନିଆ ଜନଜାତି ରାଷ୍ଟ୍ରୀୟ ମହାଧିବେଶନ

ପୁରୀ(ମଧୁସୂଦନ ମିଶ୍ର): ପୁରୀରେ ବିଜେପି ଜନଜାତି ରାଷ୍ଟ୍ରୀୟ ମହା ଅଧିବେଶନ ଆରମ୍ଭ ହୋଇଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନକୁ ବିଜେପି ଏସ୍‌ଟି ମୋର୍ଚ୍ଚା ଅଧ୍ୟକ୍ଷ ରାମବିଚାର ନେତାମ୍ ଉଦ୍‌ଘାଟିତ କରିଛନ୍ତି। କେନ୍ଦ୍ର ଅଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ୍ ସହ ଦେଶର ପ୍ରମୁଖ ଆଦିବାସୀ ନେତା, ମନ୍ତ୍ରୀ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏହି ଅଧିବେଶନ୍‌ରେ ଯୋଗ ଦେଇଛନ୍ତି। ଆସନ୍ତାକାଲି ପୁରୀରେ ଆଦିବାସୀ ଅଧିକାର ସମାବେଶକୁ ବିଜେପି […]

National-president-of-BJP-ST-Morcha,-Ramvichar-Netam-inaugurates-ST-Morcha-Maha-Adhivesan-in-puri

Jyoshna Pradhan
  • Published: Saturday, 02 February 2019
  • Updated: 03 February 2019, 08:07 AM IST

Sports

Latest News

ପୁରୀ(ମଧୁସୂଦନ ମିଶ୍ର): ପୁରୀରେ ବିଜେପି ଜନଜାତି ରାଷ୍ଟ୍ରୀୟ ମହା ଅଧିବେଶନ ଆରମ୍ଭ ହୋଇଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନକୁ ବିଜେପି ଏସ୍‌ଟି ମୋର୍ଚ୍ଚା ଅଧ୍ୟକ୍ଷ ରାମବିଚାର ନେତାମ୍ ଉଦ୍‌ଘାଟିତ କରିଛନ୍ତି। କେନ୍ଦ୍ର ଅଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ୍ ସହ ଦେଶର ପ୍ରମୁଖ ଆଦିବାସୀ ନେତା, ମନ୍ତ୍ରୀ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏହି ଅଧିବେଶନ୍‌ରେ ଯୋଗ ଦେଇଛନ୍ତି।

ଆସନ୍ତାକାଲି ପୁରୀରେ ଆଦିବାସୀ ଅଧିକାର ସମାବେଶକୁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହ ଉଦ୍‌ବୋଦନ ଦେବେ। ଏହି ଅବସରରେ ଲକ୍ଷାଧିକ ଆଦିବାସୀ ଯୋଗ ଦେଇ ନିଜ ଅଧିକାର ଓ ସୁରକ୍ଷା ପାଇଁ ଦାବି କରିବା ସହିତ ରାଜ୍ୟ ସରକାରଙ୍କ ଜନଜାତି ବିରୋଧୀ ନୀତିକୁ ବିରୋଧ କରିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story