ତେଲେଙ୍ଗାନାକୁ ୫ କୋଟି ଦେଲେ ଓଡ଼ିଶା ସରକାର

ନୂଆଦିଲ୍ଲୀ: ଲଗାଣ ବର୍ଷା ପାଇଁ ତେଲେଙ୍ଗାନାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟତଃ ରାଜଧାନୀ ହାଇଦ୍ରାବାଦର ଅନେକ ଅଞ୍ଚଳ ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି। ଏହାକୁ ନଜରରେ ଓଡ଼ିଶା ସରକାର ତେଲେଙ୍ଗାନା ସରକାରକୁ ୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଫିସ ଟ୍ୱିଟ୍ କରି ଏହି ସୂଚନା ଦେଇଛି। ବନ୍ୟାରେ ପାଖାପାଖି ୭୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। Hon CM Sri Naveen patnaik announced […]

naveen

naveen

Subhransu Sekhar
  • Published: Thursday, 22 October 2020
  • Updated: 22 October 2020, 02:54 PM IST

Sports

Latest News

ନୂଆଦିଲ୍ଲୀ: ଲଗାଣ ବର୍ଷା ପାଇଁ ତେଲେଙ୍ଗାନାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟତଃ ରାଜଧାନୀ ହାଇଦ୍ରାବାଦର ଅନେକ ଅଞ୍ଚଳ ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି। ଏହାକୁ ନଜରରେ ଓଡ଼ିଶା ସରକାର ତେଲେଙ୍ଗାନା ସରକାରକୁ ୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଫିସ ଟ୍ୱିଟ୍ କରି ଏହି ସୂଚନା ଦେଇଛି। ବନ୍ୟାରେ ପାଖାପାଖି ୭୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।

https://twitter.com/SecyChief/status/1318919097996910596

ଅନ୍ୟପଟେ ଲଗାଣ ବର୍ଷା ପ୍ରଭାବରେ ଆନ୍ଧ୍ର ପ୍ରଦେଶରେ ଆନୁମାନିକ ୫ ହଜାର କୋଟି ଟଙ୍କା କ୍ଷତି ହୋଇଥିବା ସୂଚନା ରହିଛି।

ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା! କଟକ-ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story