ଲଗାଣ ବର୍ଷା ପରେ ଭୟଙ୍କର ବନ୍ୟା: ହାଇଦ୍ରାବାଦ ଉବୁଟୁବୁ, ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି

ହାଇଦ୍ରାବାଦ: ଲଗାଣ ବର୍ଷା ପରେ ହାଇଦ୍ରାବାଦରେ ସାଂଘାତିକ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ସହର ସମେତ ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିଯିବାରୁ ଲକ୍ଷଲକ୍ଷ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଘରେ ପାଣି ପଶିଯିବାରୁ ଲୋକମାନେ ଛାତ ଉପରେ ଆଶ୍ରୟ ନେଇଛନ୍ତି। ମୁଖ୍ୟ ସଡ଼କରେ ବନ୍ୟା ପାଣି ଏମିତି ପ୍ରଭାବିତ ହେଉଛି ଯେ କାର୍‌ ଠାରୁ ଆରମ୍ଭ କରି ଲୋକଙ୍କ ବାଇକ ଭାସିବାରେ ଲାଗିଛି। ରାସ୍ତାକୁ ଦେଖିଲେ ନଦୀର ଭ୍ରମ ସୃଷ୍ଟି ହେଉଛି। ଲଗାଣ ଓ ବର୍ଷା […]

v

v

Hemant Lenka
  • Published: Wednesday, 14 October 2020
  • Updated: 14 October 2020, 03:53 PM IST

ହାଇଦ୍ରାବାଦ: ଲଗାଣ ବର୍ଷା ପରେ ହାଇଦ୍ରାବାଦରେ ସାଂଘାତିକ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ସହର ସମେତ ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିଯିବାରୁ ଲକ୍ଷଲକ୍ଷ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଘରେ ପାଣି ପଶିଯିବାରୁ ଲୋକମାନେ ଛାତ ଉପରେ ଆଶ୍ରୟ ନେଇଛନ୍ତି।

ମୁଖ୍ୟ ସଡ଼କରେ ବନ୍ୟା ପାଣି ଏମିତି ପ୍ରଭାବିତ ହେଉଛି ଯେ କାର୍‌ ଠାରୁ ଆରମ୍ଭ କରି ଲୋକଙ୍କ ବାଇକ ଭାସିବାରେ ଲାଗିଛି। ରାସ୍ତାକୁ ଦେଖିଲେ ନଦୀର ଭ୍ରମ ସୃଷ୍ଟି ହେଉଛି। ଲଗାଣ ଓ ବର୍ଷା ଯୋଗୁ କେବଳ ହାଇଦ୍ରାବାଦରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ସନ୍ଧ୍ୟା ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ରାତିରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଗତକାଲି ରାତିରେ ଗଗନପାହଡ଼ ଅଞ୍ଚଳରେ ବର୍ଷା ଯୋଗୁ ଗୋଟିଏ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି।
https://twitter.com/i/status/1316310297448050688

ବର୍ଷା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ତେଲେଙ୍ଗାନା ସରକାର ରାଜ୍ୟର ସମସ୍ତ ସ୍କୁଲ ଓ ଅଫିସକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ରାସ୍ତା ଓ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି। ଏହି କାରଣରୁ ସରକାର ବୁଧବାର ଓ ଗୁରୁବାର ଛୁଟି ଘୋଷଣା କରିଛନ୍ତି।

ଦୁଇ ଦିନ ପାଇଁ ସମସ୍ତ ଘରୋଇ, ସରକାରୀ ଓ ଅଣଅତ୍ୟାବଶ୍ୟକ ସାମଗ୍ରୀ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିବ। ଲୋକମାନେ ଯଥା ସମ୍ଭବ ଘରେ ରହିବାକୁ ସରକାରଙ୍କୁ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ତେଲେଙ୍ଗାନାର ସବୁଠାରୁ ବଡ଼ ନଦୀ କୁହାଯାଉଥିବା କଗନା ରଙ୍ଗା ରେଡ୍ଡୀ ଜିଲ୍ଲାର ଜେୱାଙ୍ଗି ଠାରେ ଜଳସ୍ତର ବିପଦ ସଙ୍କେତ ଠାରୁ ଅତି ଉଚ୍ଚରେ ପ୍ରଭାବିତ ହେଉଛି। ଏହି କାରଣରୁ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବା ଆରମ୍ଭ କରିଛି। ସହରରେ ଥିବା ଏକାଧିକ ହସ୍ପିଟାଲରେ ପାଣି ପଶି ଯାଇଥିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
https://twitter.com/i/status/1316307824490635264
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ତେଲେଙ୍ଗାନା ଉପରେ ଥିବା ଅବପାତ ଏବେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି କ୍ରମଶଃ ଦୁର୍ବଳ ହୋଇଯିବ। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସ୍ଥିତିରେ ସୁଧାର ଆସିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସହରରେ ବର୍ଷା ପାଣି ସାଂଘାତିକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଏକାଧିକ ଅଞ୍ଚଳରେ ବିଜୁଳି ସରବରାହ ଠପ ହୋଇଯାଇଛି। ଏହି କାରଣରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘରେ ପାଣି ନଥିବାରୁ ଲୋକମାନେ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ କରିବାରେ ସମସ୍ୟା ଭୋଗୁଛନ୍ତି। ଛାତ ଉପରେ ଓ ପାଣି ଘେରରେ ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନା ଯବାନ ଏବଂ ଏନଡିଆରଏଫ ଟିମ୍‌ ପ୍ରୟାସ ଜାରି ରଖିଛନ୍ତି।
https://twitter.com/i/status/1316285682654957570

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story