ମାଓ ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

କୋରାପୁଟ: ମାଓ ମୁକାବିଲା ଚିନ୍ତା। କୋରାପୁଟରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଆଜି ମାଓ ମୁକାବିଲା ନେଇ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ଯୋଗଦେଇଥିଲେ କେନ୍ଦ୍ରୀୟ ଗୋଇନ୍ଦା ନିର୍ଦ୍ଦେଶକ। ଏହାବ୍ୟତୀତ ୬ ଜିଲ୍ଲାର ଏସପିଙ୍କ ସହ ଡିଆଇଜି, SIW ନରସିଂହ ଭୋଳ, ଗୋଇନ୍ଦା ବିଭାଗ ଆଇଜି ଆର.ପି. କୋଚେ, ଦକ୍ଷିଣ-ପଶ୍ଚିମାଞ୍ଚଳ ଆଇଜି ଏସ୍‌ ସାଇନୀ, ବିଏସ୍‌ଏଫ୍‌ ଗୁଇନ୍ଦା ବିଭାଗ ପ୍ରମୁଖ, କୋବ୍ରା ଏବଂ IRB ବାହିନୀର ପ୍ରମୁଖ ଅଧିକାରୀମାନେ ଯୋଗଦେଇଥିଲେ। ମାଓ ମୁକାବିଲା ନେଇ ଏହି ବୈଠକରେ […]

naxal

Rakesh Mallick
  • Published: Saturday, 17 June 2017
  • , Updated: 17 June 2017, 06:33 PM IST

କୋରାପୁଟ: ମାଓ ମୁକାବିଲା ଚିନ୍ତା। କୋରାପୁଟରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଆଜି ମାଓ ମୁକାବିଲା ନେଇ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ଯୋଗଦେଇଥିଲେ କେନ୍ଦ୍ରୀୟ ଗୋଇନ୍ଦା ନିର୍ଦ୍ଦେଶକ। ଏହାବ୍ୟତୀତ ୬ ଜିଲ୍ଲାର ଏସପିଙ୍କ ସହ ଡିଆଇଜି, SIW ନରସିଂହ ଭୋଳ, ଗୋଇନ୍ଦା ବିଭାଗ ଆଇଜି ଆର.ପି. କୋଚେ, ଦକ୍ଷିଣ-ପଶ୍ଚିମାଞ୍ଚଳ ଆଇଜି ଏସ୍‌ ସାଇନୀ, ବିଏସ୍‌ଏଫ୍‌ ଗୁଇନ୍ଦା ବିଭାଗ ପ୍ରମୁଖ, କୋବ୍ରା ଏବଂ IRB ବାହିନୀର ପ୍ରମୁଖ ଅଧିକାରୀମାନେ ଯୋଗଦେଇଥିଲେ। ମାଓ ମୁକାବିଲା ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା।

Related story