୩ଟି ଜେସିବି ଜାଳିଦେଲେ, କର୍ମଚାରୀଙ୍କୁ ନିର୍ଧୂମ ପିଟିଲେ ନକ୍ସଲ

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲମାନେ ହିଂସାକାଣ୍ଡ ଘଟାଇଛନ୍ତି। ଗତକାଲି ସଂଧ୍ୟା ସମୟରେ ପଦେଡ଼ା ଗାଁରେ ଜିଓ ଟାୱାର ବସାଇବା ପାଇଁ ନିୟୋଜିତ ଥିବା ତିନୋଟି ଜେସିବି ଗାଡ଼ିକୁ ନକ୍ସଲମାନେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଏଥିସହ କାମ କରୁଥିବା କର୍ମଚାରୀଙ୍କୁ ନିର୍ଧୂମ ମାଡ଼ ମାରିଛନ୍ତି। ଆଗକୁ ସହିଦ ସପ୍ତାହ ଥିବାରୁ ନକ୍ସଲମାନେ ଏପରି ହିଂସା କାଣ୍ଡ ଘଟାଉଥିବା ଜଣାଯାଇଛି। ବିଭିନ୍ନ ସରକାରୀ ଜିନିଷକୁ ଲୁଟପାଟ୍‌ କରିବା ସହ ପୋଡ଼ି ଦେବା […]

fire

fire

Tapaswini Nayak
  • Published: Monday, 25 July 2022
  • Updated: 25 July 2022, 09:16 AM IST

Sports

Latest News

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲମାନେ ହିଂସାକାଣ୍ଡ ଘଟାଇଛନ୍ତି। ଗତକାଲି ସଂଧ୍ୟା ସମୟରେ ପଦେଡ଼ା ଗାଁରେ ଜିଓ ଟାୱାର ବସାଇବା ପାଇଁ ନିୟୋଜିତ ଥିବା ତିନୋଟି ଜେସିବି ଗାଡ଼ିକୁ ନକ୍ସଲମାନେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଏଥିସହ କାମ କରୁଥିବା କର୍ମଚାରୀଙ୍କୁ ନିର୍ଧୂମ ମାଡ଼ ମାରିଛନ୍ତି।

ଆଗକୁ ସହିଦ ସପ୍ତାହ ଥିବାରୁ ନକ୍ସଲମାନେ ଏପରି ହିଂସା କାଣ୍ଡ ଘଟାଉଥିବା ଜଣାଯାଇଛି। ବିଭିନ୍ନ ସରକାରୀ ଜିନିଷକୁ ଲୁଟପାଟ୍‌ କରିବା ସହ ପୋଡ଼ି ଦେବା ସହ ନିରୀହ ଲୋକଙ୍କୁ ହତ୍ୟା କରୁଛନ୍ତି।

ଅନ୍ୟପକ୍ଷରେ ଆସନ୍ତା ୨୮ ରୁ ଅଗଷ୍ଟ ୩ ତାରିଖ ଯାଏ ନକ୍ସଲ ମାନେ ସହିଦ ସପ୍ତାହ ପାଳନ କରୁଛନ୍ତି। ଏନେଇ ଗଣମାଧ୍ୟମକୁ ଏକ ଅଡିଓ ଟେପ ମାଧ୍ୟମରେ ଜଣାଇଛନ୍ତି। ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିବା ନକ୍ସଲମାନେ  କିଭଳି ଜଳ ଜଙ୍ଗଲ ନିମନ୍ତେ ଲଢେଇ କରି ନିଜର ଜୀବନକୁ ଆହୁତି ଦେଇଛନ୍ତି । ଏମାନଙ୍କ ପାଇଁ ଗାଁ ଗାଁରେ ସ୍ମୃତି ଚାରଣ କରିବା ସହ ସେମାଙ୍କ ବଳିଦାନକୁ ମନେ ପକାଇବାକୁ ଆହ୍ୱାନ କରିଛନ୍ତି। ଆନ୍ଧ୍ର ଓଡ଼ିଶା ବୋଡ଼ର ଜୋନାଲ କମିଟି ସମ୍ପାଦକ ଗଣେଶ ଏହି ଅଡିଓ ଟେପ ମାଧ୍ୟମରେ ସାଧାରଣ  ଜନତା ଓ ବୁଦ୍ଧିଜୀବୀଙ୍କୁ ଆହ୍ୱାନ  ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story