ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ନକ୍ସଲ

କନ୍ଧମାଳ (ଓଡ଼ିଶା ରିପୋର୍ଟର); କନ୍ଧମାଳ ଜିଲ୍ଲାର ସଦର ଥାନା ସୁଡ୍ରୁକୁମ୍ପା ଅଞ୍ଚଳର ପାତିଆମ୍ବ ଗାଁରେ ରାସ୍ତା କାମକୁ ବିରୋଧ କରିବା ସହ ଜଣେ ବ୍ୟକ୍ତିଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ନକ୍ସଲ ହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ଠିକା ସଂସ୍ଥାର ଜଗୁଆଳି ରବୀନ୍ଦ୍ର ମଲ୍ଲିକ। ହତ୍ୟାକାଣ୍ଡ ସହ ରାସ୍ତାକାମରେ ନିୟୋଜିତ ଗୋଟିଏ ରୋଲର୍, ୩ଟି ଟ୍ରାକ୍ଟର ଓ ଗୋଟିଏ ଟ୍ରକକୁ ପୋଡ଼ି ଦେଇଛନ୍ତି ନକ୍ସଲ। କେକେବିଏନ୍‌ ସଂଗଠନର ୨୦ରୁ ୨୫ଜଣ ନକ୍ସଲ ଏହି କାଣ୍ଡ ଭିଆଇ ଥିବା […]

kandhamala

kandhamala

Jyoshna Pradhan
  • Published: Sunday, 06 January 2019
  • Updated: 06 January 2019, 10:24 PM IST

Sports

Latest News

କନ୍ଧମାଳ (ଓଡ଼ିଶା ରିପୋର୍ଟର); କନ୍ଧମାଳ ଜିଲ୍ଲାର ସଦର ଥାନା ସୁଡ୍ରୁକୁମ୍ପା ଅଞ୍ଚଳର ପାତିଆମ୍ବ ଗାଁରେ ରାସ୍ତା କାମକୁ ବିରୋଧ କରିବା ସହ ଜଣେ ବ୍ୟକ୍ତିଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ନକ୍ସଲ ହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ଠିକା ସଂସ୍ଥାର ଜଗୁଆଳି ରବୀନ୍ଦ୍ର ମଲ୍ଲିକ। ହତ୍ୟାକାଣ୍ଡ ସହ ରାସ୍ତାକାମରେ ନିୟୋଜିତ ଗୋଟିଏ ରୋଲର୍, ୩ଟି ଟ୍ରାକ୍ଟର ଓ ଗୋଟିଏ ଟ୍ରକକୁ ପୋଡ଼ି ଦେଇଛନ୍ତି ନକ୍ସଲ।

କେକେବିଏନ୍‌ ସଂଗଠନର ୨୦ରୁ ୨୫ଜଣ ନକ୍ସଲ ଏହି କାଣ୍ଡ ଭିଆଇ ଥିବା ପୁଲିସ କହିଛି। ଏହି ଘଟଣାରେ ସମ୍ପୃକ୍ତ ନକ୍ସଳଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ସୂଚନା ଏକାଠି କରୁଛି ବୋଲି କନ୍ଧମାଳ ଏସପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story