ଗଣମାଧ୍ୟମକୁ ନକ୍ସଲଙ୍କ ଚିଠି: ପାଡୁଆ ଏନକାଉଣ୍ଟରକୁ ତୀବ୍ର ନିନ୍ଦା

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ):ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଗଣମାଧ୍ୟମକୁ ତେଲୁଗୁ ଭାଷାରେ ଦୁଇ ପୃଷ୍ଠା ଚିଠି ଜାରି କରିଛନ୍ତି ନକ୍ସଲ। ଏଥିରେ ଗତ ମେ’ ୮ ତାରିଖରେ ହୋଇଥିବା ପାଡୁଆ ଏନକାଉଣ୍ଟରକୁ ତୀବ୍ର ନିନ୍ଦା କରାଯାଇଛି। ଏହି ଏନକାଉଣ୍ଟରରେ ମୃତ୍ୟୁ ଘଟିଥିବା ୫ ନକ୍ସଲଙ୍କ ଉଦ୍ଦେଶ୍ୟରେ  ୨୫ ତାରିଖରେ ଆନ୍ଧ୍ର ଓଡ଼ିଶାକୁ ବନ୍ଦ ରଖିବା ପାଇଁ ଚିଠିରେ ଉଲ୍ଲେଖ ରହିଛି। ଅନ୍ୟପକ୍ଷରେ ପାଡୁଆ ଅଞ୍ଚଳରେ ଲୁଚି ରହିଥିବା ଖଣିଜ ସମ୍ପଦକୁ ଲୁଟ୍‌ କରିବା ପାଇଁ ବଜେପି, ବିଜେଡି ଓ ଟିଡିପି […]

78-2

Tapas Behera
  • Published: Tuesday, 21 May 2019
  • , Updated: 21 May 2019, 11:43 AM IST

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ):ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଗଣମାଧ୍ୟମକୁ ତେଲୁଗୁ ଭାଷାରେ ଦୁଇ ପୃଷ୍ଠା ଚିଠି ଜାରି କରିଛନ୍ତି ନକ୍ସଲ। ଏଥିରେ ଗତ ମେ’ ୮ ତାରିଖରେ ହୋଇଥିବା ପାଡୁଆ ଏନକାଉଣ୍ଟରକୁ ତୀବ୍ର ନିନ୍ଦା କରାଯାଇଛି। ଏହି ଏନକାଉଣ୍ଟରରେ ମୃତ୍ୟୁ ଘଟିଥିବା ୫ ନକ୍ସଲଙ୍କ ଉଦ୍ଦେଶ୍ୟରେ  ୨୫ ତାରିଖରେ ଆନ୍ଧ୍ର ଓଡ଼ିଶାକୁ ବନ୍ଦ ରଖିବା ପାଇଁ ଚିଠିରେ ଉଲ୍ଲେଖ ରହିଛି।

ଅନ୍ୟପକ୍ଷରେ ପାଡୁଆ ଅଞ୍ଚଳରେ ଲୁଚି ରହିଥିବା ଖଣିଜ ସମ୍ପଦକୁ ଲୁଟ୍‌ କରିବା ପାଇଁ ବଜେପି, ବିଜେଡି ଓ ଟିଡିପି ରାସ୍ତା ଘାଟ ଓ ମୋବାଇଲ ଟାୱାର ନିର୍ମାଣ କରୁଛନ୍ତି। ହେଲେ ମେଡିକାଲ ସୁବିଧା ଓ ଆଦିବାସୀଙ୍କ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ଇଚ୍ଛା କରୁନାହାନ୍ତି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

Related story