ନୟାଗଡ଼: ବିରଳ ପ୍ରଜାତିର ହୁଁହାଁ ପକ୍ଷୀ ଉଦ୍ଧାର

ନୟାଗଡ଼: ନୟାଗଡ଼ ସହରର ନୂଆ ରାଜବାଟୀ ପୋଖରୀ ନିକଟରୁ  ଗତକାଲି ଏକ ବିରଳ ପ୍ରଜାତିର ହୁଁହାଁ ପକ୍ଷୀକୁ ସ୍ଥାନୀୟ ଯୁବକମାନେ ଊଦ୍ଧାର କରିଛନ୍ତି। ପକ୍ଷୀଟିର ପ୍ରାଥମିକ  ଚିକିତ୍ସା ପରେ ବଳରାମ ପାହାଡ଼ ଜଙ୍ଗଲରେ ଛାଡି ଦିଆଯାଇଥିବା ବନ ବିଭାଗ ସୂଚନା ଦେଇଛି।

birds

Rakesh Mallick
  • Published: Friday, 22 July 2016
  • , Updated: 22 July 2016, 09:24 AM IST

Related story