ନୟାଗଡ଼: ବନ୍ଧୁକ ଦେଖାଇ ଦମ୍ପତିଙ୍କ ଠାରୁ ଲୁଟ୍‌

ନୟାଗଡ଼: ନୟାଗଡ଼ ଜିଲ୍ଲା  ଦଶପଲ୍ଲା ଥାନା ଅନ୍ତର୍ଗତ ଶାଳଭଙ୍ଗରେ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଏକ ଦମ୍ପତିଙ୍କୁ ଠାରୁ ସୁନା ଗହଣା ଲୁଟି ନେଇଛନ୍ତି । ଦୁର୍ବୃତ୍ତମାନେ  ସେମାନଙ୍କଠାରୁ ମହିଳାଙ୍କ ନିକଟରୁ ୫,୦୦୦ରୁ ଅଧିକ ଟଙ୍କା, ସୁନା  ଓ ଦୁଇଟି ମୋବାଇଲ୍‌ ଲୁଟି ନେଇ ଯାଇଛନ୍ତି। ଏହି ଦମ୍ପତି ଜଣଙ୍କ ଫୁଲବାଣୀରୁ ଭୁବନେଶ୍ୱର ଏକ କାର୍‌ରେ ଯାଉଥିଲେ। ଏନେଇ ଦଶପଲ୍ଲା ଥାନାରେ ଦମ୍ପତି ଓ କାର୍‌  ଡ୍ରାଇଭରଙ୍କୁ ତରଫରୁ ଏକ ମାମଲା ରୁଜୁ କରାଯାଇଛି। ଦୁର୍ବୃତ୍ତମାନେ  ଏକ  ନମ୍ୱର […]

loot

Rakesh Mallick
  • Published: Thursday, 08 September 2016
  • , Updated: 08 September 2016, 01:51 PM IST

ନୟାଗଡ଼: ନୟାଗଡ଼ ଜିଲ୍ଲା  ଦଶପଲ୍ଲା ଥାନା ଅନ୍ତର୍ଗତ ଶାଳଭଙ୍ଗରେ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଏକ ଦମ୍ପତିଙ୍କୁ ଠାରୁ ସୁନା ଗହଣା ଲୁଟି ନେଇଛନ୍ତି । ଦୁର୍ବୃତ୍ତମାନେ  ସେମାନଙ୍କଠାରୁ ମହିଳାଙ୍କ ନିକଟରୁ ୫,୦୦୦ରୁ ଅଧିକ ଟଙ୍କା, ସୁନା  ଓ ଦୁଇଟି ମୋବାଇଲ୍‌ ଲୁଟି ନେଇ ଯାଇଛନ୍ତି। ଏହି ଦମ୍ପତି ଜଣଙ୍କ ଫୁଲବାଣୀରୁ ଭୁବନେଶ୍ୱର ଏକ କାର୍‌ରେ ଯାଉଥିଲେ।

ଏନେଇ ଦଶପଲ୍ଲା ଥାନାରେ ଦମ୍ପତି ଓ କାର୍‌  ଡ୍ରାଇଭରଙ୍କୁ ତରଫରୁ ଏକ ମାମଲା ରୁଜୁ କରାଯାଇଛି। ଦୁର୍ବୃତ୍ତମାନେ  ଏକ  ନମ୍ୱର ବିହୀନ ଗାଡ଼ିରେ ଆସି ଲୁଟ୍‌ କରିଥିବା ଜଣାପଡ଼ିଛି।

ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 

Related story