ନୟାଗଡ଼: ମୋବାଇଲ ବ୍ୟାଟେରୀ ବିସ୍ଫୋରଣରେ ୩ ଛାତ୍ର ଗୁରୁତର

ନୟାଗଡ଼: ନୟାଗଡ଼ ଲଡୁକେଶ ପ୍ରସାଦ ୟୁପି ସ୍କୁଲରେ ମୋବାଇଲ ବ୍ୟାଟେରୀ ବିସ୍ଫୋରଣ ଘଟି ୩ ଛାତ୍ର ଗୁରୁତର ହୋଇଛନ୍ତି। ଖେଳ ଛୁଟିରେ ୩ ଛାତ୍ର ଏକ ମୋବାଇଲ ବ୍ୟାଟେରୀ ଧରି ଖେଳୁଥିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା। ଗୁରୁତର ମଧ୍ୟରୁ ୨ ଜଣଙ୍କୁ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

nayagarh

Rakesh Mallick
  • Published: Wednesday, 11 January 2017
  • , Updated: 11 January 2017, 05:51 PM IST

Related story