ଓଡ଼ଗାଁ ବନାଞ୍ଚଳରେ ହାତୀ ଛୁଆର ମୃତ୍ୟୁ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଚେମେଡି ଜଙ୍ଗଲରେ ଗୋଟିଏ ହାତୀ ଛୁଆର ମୃତ ଘଟିଛି। ମୃତ ହାତୀ ଛୁଆର ବଷୟ ୫ ବର୍ଷ ହେବ। ଅସୁସ୍ଥତା କାରଣରୁ ହାତୀ ଛୁଆର ମୃତ୍ୟୁ ହୋଇଥିବା ବନ ବିଭାଗ କହିଛି। ଜଙ୍ଗଲରେ ହାତୀର ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ନୟାଗଡ଼ ଡିଏଫ୍‌ଓ, ଏସିଏଫ୍‌ ଓ ଓଡ଼ଗାଁ ରେଞ୍ଜର ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ବ୍ୟବଚ୍ଛେଦ କରି ଜଙ୍ଗଲରେ ଗାତ ଖୋଳି ପୋତି […]

ELEPHANT DEATH (1)

Rakesh Mallick
  • Published: Friday, 07 April 2017
  • , Updated: 07 April 2017, 10:02 AM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଚେମେଡି ଜଙ୍ଗଲରେ ଗୋଟିଏ ହାତୀ ଛୁଆର ମୃତ ଘଟିଛି। ମୃତ ହାତୀ ଛୁଆର ବଷୟ ୫ ବର୍ଷ ହେବ। ଅସୁସ୍ଥତା କାରଣରୁ ହାତୀ ଛୁଆର ମୃତ୍ୟୁ ହୋଇଥିବା ବନ ବିଭାଗ କହିଛି।

ଜଙ୍ଗଲରେ ହାତୀର ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ନୟାଗଡ଼ ଡିଏଫ୍‌ଓ, ଏସିଏଫ୍‌ ଓ ଓଡ଼ଗାଁ ରେଞ୍ଜର ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ବ୍ୟବଚ୍ଛେଦ କରି ଜଙ୍ଗଲରେ ଗାତ ଖୋଳି ପୋତି ଦେଇଥିଲେ।

Related story