ନୟାଗଡ଼ ଅନାହାର ମୃତ୍ୟୁ: ମାନବାଧିକାର କମିଶନଙ୍କୁ ଫେରାଦ ହେଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲାରେ ଅନାହାର ମୃତ୍ୟୁ ମାମଲାରେ କଂଗ୍ରେସ ଆଜି ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ବିପିନ୍ ଦାସଙ୍କ ନେତୃତ୍ୱରେ ୭ ଜଣିଆ ପ୍ରତିନିଧି ଦଳ ଆଜି ମାନବାଧିକାର କମିଶନ ଯାଇ ଅନାହାର ମୃତ୍ୟୁର ବିଧିବଦ୍ଧ ତଦନ୍ତ ଏବଂ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଫେରାଦ ହୋଇଛନ୍ତି। କଂଗ୍ରେସ ପକ୍ଷରୁ ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ଦ୍ୱାରା ଦାଖଲ କରାଯାଇଥିବା ପିଟିସନରେ ଦର୍ଶାଯାଇଥିଲା ଯେ, […]

congress

congress

Manoranjan Sial
  • Published: Friday, 17 July 2020
  • Updated: 17 July 2020, 09:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲାରେ ଅନାହାର ମୃତ୍ୟୁ ମାମଲାରେ କଂଗ୍ରେସ ଆଜି ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛି।

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ବିପିନ୍ ଦାସଙ୍କ ନେତୃତ୍ୱରେ ୭ ଜଣିଆ ପ୍ରତିନିଧି ଦଳ ଆଜି ମାନବାଧିକାର କମିଶନ ଯାଇ ଅନାହାର ମୃତ୍ୟୁର ବିଧିବଦ୍ଧ ତଦନ୍ତ ଏବଂ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଫେରାଦ ହୋଇଛନ୍ତି। କଂଗ୍ରେସ ପକ୍ଷରୁ ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ଦ୍ୱାରା ଦାଖଲ କରାଯାଇଥିବା ପିଟିସନରେ ଦର୍ଶାଯାଇଥିଲା ଯେ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅଧିନସ୍ଥ ଜାକେଡା ପଂଚାୟତର କଳାମ୍ବ ଗ୍ରାମର ୪୬ ବର୍ଷୀୟା ମହିଳା ଦୁଖି ଯାନୀଙ୍କୁ ୫ମାସ ଲକ୍‌ଡାଉନ୍ ଭିତରେ ପୀଡ଼ିତାଙ୍କୁ କେବଳ ୧୫ କେଜି ଚାଉଳ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିଲା। ଏପରିକି ମନରେଗା ଯୋଜନାରେ ମଧ୍ୟ ତାଙ୍କୁ ସରକାର ସାମିଲ କରିନଥିଲେ।

୨୦୧୮ ନଭେମ୍ବର ମାସପର ଠାରୁ ତାଙ୍କୁ ସରକାରଙ୍କର କୌଣସି ଜନମଙ୍ଗଳକାରୀ ଯୋଜନା ଓ ସାମାଜିକ ନିରାପତ୍ତା ଯୋଜନାରେ ସାମିଲ କରାଯାଇ ନଥିଲା। ଏଣୁ ଲକ୍‌ଡାଉନ୍ ସମୟରେ ତା’ର ଗୁଜୁରାଣ ମେଂଟାଇବା ଅସହାୟ ହୋଇପଡ଼ିଥିଲା। ଶେଷରେ ସେ ଅନାହାରରେ ପ୍ରାଣ ହରାଇଛନ୍ତି। ସିଧା ସଳଖ ଭାବରେ ସରକାର ପୀଡ଼ିତାଙ୍କ ମାନବାଧିକାର ସୁରକ୍ଷା କରିବାରେ ବିଫଳ ହୋଇଛନ୍ତି। ଏହା ସରକାରଙ୍କ ଅପାରଗତାକୁ ଦର୍ଶାଉଛି ବୋଲି ପିଟିସନରେ ଉଲ୍ଲେଖ କରାଯାଇଛି। ଏଥିସହିତ ପରବର୍ତ୍ତୀ ସମୟରେ ଏଭଳି ଘଟଣା କିଭଳି ପୁନରାବୃତି ନଘଟେ ସେଥିପ୍ରତି ଦୃଷ୍ଟି ଦେବା ସହିତ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ପକ୍ଷରୁ ଆବେଦନ କରାଯାଇଛି। ଏଥିସହିତ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବୀରମିତ୍ରପୁରରେ ପୁଲିସ ଏବଂ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଜଣେ ନାବାଳିକା ବାରମ୍ବାର ଧର୍ଷଣର ଶିକାର ହୋଇଥିବା ଘଟଣାରେ ଏବେ ସୁଦ୍ଧା ପୁଲିସ ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହି ଘଟଣାର ନିରପେକ୍ଷ ତଦନ୍ତ ସହିତ ଅନ୍ୟ ଅଧିକାରୀଙ୍କୁ ତୁରନ୍ତ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଅନ୍ୟ ଏକ ଆବେଦନ କରାଯାଇଅଛି।

ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ନିଶିକାନ୍ତ ମିଶ୍ର, ଜିନେଶ ଦାସ, ରଂଜିତ୍ ଦାଶ, ଅମିତା ବିଶ୍ୱାଳ, ଅମୀୟ ପାଣ୍ଡବ, ମନୋଜ ସାହୁ ଓ ପ୍ରଦୀପ ମହାପାତ୍ର ପ୍ରମୁଖ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story