ଡେକାନ କ୍ରୋନିକଲ ଉପାଧ୍ୟକ୍ଷ ଗିରଫ ଘଟଣା: ନୟାପଲ୍ଲୀ ଥାନାକୁ ଚିଠି ଲେଖିଲେ ଚିତ୍ରା ଆଥୱାନୀ  

ଭୁବନେଶ୍ୱର: ଡେକାନ କ୍ରୋନିକଲ ଉପାଧ୍ୟକ୍ଷ ପି. କେ ଆୟାର ଗିରଫ ଘଟଣାରେ ଚିତ୍ରା ଆଥୱାନୀ ନାମକ ଜଣେ ମହିଳାଙ୍କୁ କମିଶନରେଟ୍ ପୋଲିସ ସମନ ଜାରି କରିଛି। ଥରେ ନୁହେଁ ଦୁଇ ଥର ସମନ ଜାରି କରିଛି କମିଶନରେଟ ପୋଲିସ। ଏହା ସତ୍ତ୍ୱେ କମିଶନରେଟ ପୋଲିସ ପାଖରେ ହାଜର ହୋଇନଥିବା ଚିତ୍ର। ନୟାପଲ୍ଲୀ ପୋଲିସ ଥାନାକୁ ଏକ ଚିଠି ପଠାଇଛନ୍ତି।  ସମନ ଅନୁଯାୟୀ ସେ ହାଜର ହୋଇପାରୁନଥିବା ଯୋଗୁଁ ଏହି ଚିଠି ପଠାଇଛନ୍ତି ଚିତ୍ରା। ଏହି ଚିଠି ସମ୍ପର୍କରେ […]

athawanee

athawanee

Rakesh Mallick
  • Published: Saturday, 04 July 2015
  • Updated: 04 July 2015, 07:38 AM IST

ଭୁବନେଶ୍ୱର: ଡେକାନ କ୍ରୋନିକଲ ଉପାଧ୍ୟକ୍ଷ ପି. କେ ଆୟାର ଗିରଫ ଘଟଣାରେ ଚିତ୍ରା ଆଥୱାନୀ ନାମକ ଜଣେ ମହିଳାଙ୍କୁ କମିଶନରେଟ୍ ପୋଲିସ ସମନ ଜାରି କରିଛି। ଥରେ ନୁହେଁ ଦୁଇ ଥର ସମନ ଜାରି କରିଛି କମିଶନରେଟ ପୋଲିସ। ଏହା ସତ୍ତ୍ୱେ କମିଶନରେଟ ପୋଲିସ ପାଖରେ ହାଜର ହୋଇନଥିବା ଚିତ୍ର। ନୟାପଲ୍ଲୀ ପୋଲିସ ଥାନାକୁ ଏକ ଚିଠି ପଠାଇଛନ୍ତି।  ସମନ ଅନୁଯାୟୀ ସେ ହାଜର ହୋଇପାରୁନଥିବା ଯୋଗୁଁ ଏହି ଚିଠି ପଠାଇଛନ୍ତି ଚିତ୍ରା। ଏହି ଚିଠି ସମ୍ପର୍କରେ ନୟାପଲ୍ଲୀ ଥାନା ପକ୍ଷରୁ ସୂଚନା  ଦିଆଯାଇଛି। ଏଥିରେ ଚିତ୍ରା ଲେଖିଛନ୍ତି ଯେ ସ୍ୱାସ୍ଥ୍ୟଗତ କାରଣ ଯୋଗୁ ସେ ସମନ ଅନୁସାରେ ଠିକ୍ ସମୟରେ ଥାନାରେ ହାଜର ହୋଇପାରିବେ ନାହିଁ। ଏହି ଚିଠି ସହିତ ସେ ଏକ ମେଡିକାଲ ରିର୍ପୋଟ ମଧ୍ୟ ପଠାଇଛନ୍ତି। ଏହି ରିପୋର୍ଟ ମୁତାବକ ଚିତ୍ରା ଘରେ ପଡି ଆହତ ହୋଇଛନ୍ତି। ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଛି।

ବ୍ୟାଙ୍କ ଋଣ ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଡେକାନ କ୍ରୋନିକଲ ଉପାଧ୍ୟକ୍ଷ ଆୟାର ଭୁବନେଶ୍ୱର ସ୍ଥିତ ହୋଟେଲ ଟ୍ରାଇଡେଣ୍ଟରେ ରହୁଥିଲେ। ସେ ଯେଉଁ ରୁମରେ ରହୁଥିଲେ ତାହା ଚିତ୍ରାଙ୍କ ନାଁରେ ବୁକ୍ ହୋଇଥିଲା। ଚିତ୍ରା ହେଉଛନ୍ତି ତାଙ୍କର ବାନ୍ଧବୀ। ସେ ବିହାରର ଦରଭଙ୍ଗାର ବାସିନ୍ଦା। ଏହି ମାମଲାରେ କମିଶନରେଟ୍ ପୋଲିସ୍ ପକ୍ଷରୁ ପ୍ରଥମେ ଜୁନ୍ ୧୬ ତାରିଖରେ ଚିତ୍ରାଙ୍କୁ ସମନ ଜାରି କରାଯାଇଥିଲା। କିନ୍ତୁ ସେ ହାଜର ହୋଇନଥିଲେ। ଏହା ପରେ ଜୁଲାଇ ୧ ତାରିଖରେ ପୁଣି ଥରେ ତାଙ୍କୁ ସମନ ଜାରି କରିଥିଲା କମିଶନରେଟ୍ ପୋଲିସ୍। ୧୪ ଦିନ ମଧ୍ୟରେ ହାଜର ହେବାକୁ ଏଥିରେ କୁହାଯାଇଥିଲା। ବିହାରର ଦରଭଙ୍ଗାସ୍ଥିତ ତାଙ୍କ ଠିକଣାରେ ଏହି ଦୁଇଟି ଯାକ ସମନ ପଠାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story